ଓଡିଶା ପ୍ରଶାସନିକ ସେବା -୨୦୨୦ ମେନ୍ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର-ଓଡିଶା ଲୋକସେବା ଆୟୋଗ-ଓପିଏସସି ଦ୍ୱାରା ପରିଚାଳିତ ଓଡିଶା ପ୍ରଶାସନିକ ସେବା -୨୦୨୦ରେ ମେନ୍ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି । ସାରା ରାଜ୍ୟର ୧୬ଟି କେନ୍ଦ୍ରରେ ମୋଟ ୪ ହଜାର ୭୫୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । କେବଳ ଭୁବନେଶ୍ୱର ଜୋନରେ ୩ ହଜାରରୁ ଅଧିକ ପରୀକ୍ଷାର୍ଥୀ…

ଜୀବିତ ନବଜାତକୁ ମୃତ ଘୋଷଣା

ବାରିପଦା-ବଞ୍ଚି ଥାଉ ଥାଉ ଜୀବିତ ଶିଶୁକୁ ମୃତ ଘୋଷଣା କଲେ ଡାକ୍ତର । ମୟୂରଭଞ୍ଜ ଜିଲ୍ଲା କରଂଜିଆ ଉପଖଣ୍ଡ ଚିକିତ୍ସାଳୟରେ ଜନ୍ମ ନେଇଥିବା ଏକ ନବଜାତକୁ ମେଡିକାଲ କର୍ତ୍ତୃପକ୍ଷ ମୃତ ଘୋଷଣା କରିବା ସହ ପରିବାରକୁ ହସ୍ତାନ୍ତର କରିଥିଲେ । ତେବେ, ପରିବାର ଲୋକେ ଅନ୍ତିମ ସଂସ୍କାର ପାଇଁ ଗଲାବେଳେ…

ଏବେ ଖୋଲା ବଜାରରେ ବିକ୍ରି ହେବ କୋଭିଶିଲ୍ଡ, କୋଭାକ୍ସିନ; ବିଶେଷଜ୍ଞ କମିଟିର ସୁପାରିସ

ନୂଆଦିଲ୍ଲୀ: ଦେଶର ଡ୍ରଗ୍ସ ନିୟାମକର ବିଶେଷଜ୍ଞ କମିଟି କିଛି ସର୍ତ୍ତ ସହ କୋଭିଶିଲ୍ଡ ଏବଂ କୋଭାକ୍ସିନ ଟିକାକୁ ଖୋଲା ବଜାରରେ ବିକ୍ରି ପାଇଁ ମଞ୍ଜୁରି ପ୍ରଦାନ କରିବାକୁ ସୁପାରିସ୍ କରିଛନ୍ତି। ଦେଶରେ ଏହି ଦୁଇ ଟିକାକୁ ସମ୍ପ୍ରତି କେବଳ ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିଛି । ଫାର୍ମା…