ଟଳିଲା ବଡ଼ ଦୁର୍ଘଟଣା, ମଝି ଆକାଶରେ ମୁହାଁମୁହିଁ ଧକ୍କା ହେବା ନିକଟତର ହୋଇଥିଲେ ଦୁଇ ଇଣ୍ଡିଗୋ ବିମାନ

ନୂଆଦିଲ୍ଲୀ: ଜାନୁଆରୀ ୯ରେ ବେଙ୍ଗାଲୁରୁ ବିମାନ ବନ୍ଦରରୁ ଉଡ଼ାଣ ଭରିବା ପରେ ଦୁଇଟି ଇଣ୍ଡିଗୋ ବିମାନ ପରସ୍ପର ସହ ଧକ୍କା ହେବାର ନିକଟତର ହୋଇଥିଲେ । ଉଭୟ ବିମାନରେ ତେବେ ସୌଭାଗ୍ୟବଶତଃ ଏକ ବଡ଼ ଦୁର୍ଘଟଣା ଟଳି ଯାଇଥିଲା । ସେ କହିଛନ୍ତି ଯେ ଏହି ଘଟଣା କୌଣସି ଲଗବୁକରେ ଲିପିବଦ୍ଧ ହୋଇନାହିଁ…

ତୃତୀୟ ଲହରରେ ରାଜ୍ୟରେ ୧୦ରୁ ୨୦ ପ୍ରତିଶତ ପିଲା ସଂକ୍ରମିତ ହେଉଛନ୍ତି, ୯୫ ପ୍ରତିଶତଙ୍କଠାରେ ସାମାନ୍ୟ ଲକ୍ଷଣ

ଭୁବନେଶ୍ୱର- ଓମିକ୍ରନର ସଂକ୍ରମଣଶୀଳତା ବହୁ ଅଧିକ । କିନ୍ତୁ ଏହାର ପ୍ରଭାବ କମ୍ ରହିଛି । ପ୍ରଥମ ଓ ଦ୍ୱିତୀୟ ଲହରରେ ମୋଟ ୧୫ ପ୍ରତିଶତ ପିଲା କୋରୋନା ସଂକ୍ରମିତ ହୋଇଛନ୍ତି । ଏବେ ରାଜ୍ୟରେ ୧୦ରୁ ୨୦ ପ୍ରତିଶତ ପିଲା ସଂକ୍ରମିତ ହେଉଛନ୍ତି ବୋଲି ରାଜ୍ୟ ସରକାରଙ୍କ କୋରୋନା ପ୍ରେସମିଟରେ ସୂଚନା…

ଭୁବନେଶ୍ୱରରେ ବଡ ଧରଣର ସାଇବର ଠକେଇ, ଏମଏନପି ପାଇଁ ଆବେଦନ କରିଥିବା ବ୍ୟକ୍ତିଙ୍କଠାରୁ ୧୩ ଲକ୍ଷ ଟଙ୍କା ଲୁଟ୍‌

ଭୁବନେଶ୍ୱର- ରାଜଧାନୀରେ ବଡ ଧରଣର ସାଇବର ଠକେଇ । ୧୦ ଟଙ୍କା ଦେଇ ସାଇବର ଠକ ୧୩ ଲକ୍ଷ ଟଙ୍କା ଲୁଟି ନେଇଛି । ଶୈଳଶ୍ରୀ ବିହାର ଅଂଚଳରେ ସଦାଶିକ ମହାନ୍ତି ଏହି ଠକାମୀର ଶିକାର ହୋଇଛନ୍ତି । ଟିସିଏଲର ପୂର୍ବତନ ଅଧିକାରୀ ସଦାଶିବ ମୋବାଇଲ ନମ୍ବର ପୋର୍ଟାବିଲିଟି ପାଇଁ ଆବେଦନ କରିଥିଲେ । ଏହାର…

ସ୍ଥଳସେନା ଓ ବାୟୁସେନାକୁ ଉପକରଣ ଯୋଗାଇବ ଗଂଜାମ ସ୍ଥିତ କଂପାନି, ମୁଖ୍ୟମନ୍ତ୍ରୀ ଜଣାଇଲେ ଅଭିନନ୍ଦନ

ଭୁବନେଶ୍ୱର-ମେକ୍ ଇନ୍ ଓଡିଶାର ସଫଳତା । ଗଞ୍ଜାମ ସ୍ଥିତ କଂପାନି ଆନାଡ୍ରୋନ୍ ସିଷ୍ଟମ୍ସକୁ ମିଳିଛି ଏକ ବଡ କଂଟ୍ରାକ୍ଟ । ଭାରତୀୟ ସ୍ଥଳସେନାର ଆଡିସିନାଲ ଡିରେକ୍ଟୋରେଟ୍ ଜେନେରାଲ୍ ଅଫ ପବ୍ଲିକ୍ ଇନଫର୍ମେସନ ଓ ଭାରତୀୟ ବାୟୁସେନାର ମିଡିଆ କୋଅର୍ଡିନେସନ ସେଂଟରକୁ ଅତ୍ୟାଧୁନିକ ଯୋଗାଯୋଗ ଉପକରଣ…