ସାକାର ହେବ ପାହାଡି ଇଲାକାର ଝିଅଙ୍କ ସପ୍ନ, ସିନ୍ଥେଟିକ୍ ଟର୍ପରେ ମିଳିବ ଅମଲିଖମନର ହକି ଖେଳାଳିଙ୍କୁ ତାଲିମ

ସମ୍ବଲପୁର : କିଛି ମାସ ତଳେ ସମ୍ବଲପୁର ଜିଲ୍ଲାର ଦୁର୍ଗମ ଇଲାକା କୁହାଯାଉଥିବା ବାମରା ବ୍ଲକ ଜରାବଗା ଅମଲିଖମନର ପାହାଡ ଶୀର୍ଷର ହକି ଖେଳାଳୀଙ୍କୁ ନେଇ ନିର୍ମିତ ବୃତ୍ତ ଚିତ୍ର "ଦ ମାଉଣ୍ଟେନ୍ ହକି" ଆନ୍ତର୍ଜାତିକସ୍ତରରେ ଖ୍ୟାତି ଅର୍ଜନ କରିଥିଲା । ପାହାଡ଼ ଉପରେ ଆବଡା ଖାବରା ଜମି ଉପରେ…

କରୋନା ଅପଡେଟ୍: ଦିନକରେ ୫୮୫ ମୃତ, ୧୩,୪୫୧ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନାର ପ୍ରକୋପ ଶିଥିଳ ପଡ଼ିଥିଲେ ମଧ୍ୟ ବିପଦ ସମ୍ପୂର୍ଣ୍ଣ ଟଳି ନାହିଁ। ଦେଶରେ ଏବେ ବି ବହୁ ସଂଖ୍ୟାରେ ମୃତ୍ୟୁ ଘଟୁଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୩ ହଜାର ୪୫୧ ନୂଆ କରୋନା ମାମଲା ରୁଜୁ ହୋଇଛି। ଏଥି ସହିତ ଦିନକରେ ୫୮୫ ଜଣଙ୍କର ମୃତ୍ୟୁ ଘଟିଛି । ଫଳରେ ମୃତ୍ୟୁ ସଂଖ୍ୟା ୪…

ଜାଲରେ ପଡିଲା ୩୩ ତେଲିଆ ମାଛ, କୋଟିଏ ଟଙ୍କାରେ ବିକିଲେ ମତ୍ସ୍ୟଜୀବୀ

ଜଳେଶ୍ୱର – ଔଷଧୀୟ ଗୁଣ ପାଇଁ ପ୍ରସିଦ୍ଧ ୩୩ଟି ତେଲିଆ ଭୋଲା ମାଛ କୋଟିଏ ଟଙ୍କାରେ ବିକ୍ରି ହୋଇଛି । ବାଲେଶ୍ୱର ଜିଲ୍ଲା ଦୀଘା ମୁହାଣରୁ କିଛି ଧୀବର ଏହି ମାଛ ବିକ୍ରି କରିଛନ୍ତି । ବଜାରରେ ତେଲିଆ ଭୋଲା ମାଛ କିଲୋ ୧୨ ହଜାର ୬୦୦ ଟଙ୍କା ରହିଛି । ଔଷଧୀୟ ଗୁଣ ରହିଥିବାରୁ ମାଛକୁ ବିଦେଶକୁ…