ବିଜେଡି ପ୍ରତି ଆସ୍ଥା ସ୍ଥାପନ, ଦଳରେ ସାମିଲ ହେଲେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେପି ଓ କଂଗ୍ରେସ…

କାଲିମେଳା – ଆଗାମୀ ପଂଚାୟତ ନିର୍ବାଚନ ପୂର୍ବରୁ ବିଜେଡିର ଶକ୍ତି ବୃଦ୍ଧି ପାଇବାରେ ଲାଗିଛି । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍ ଏମପିଭି-୮୧ରେ ଆୟୋଜିତ ମିଶ୍ରଣ ପର୍ବରେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ୧୦୦ରୁ ଅଧିକ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି । ବିଜେଡି…

ଧ୍ୟାନଚାନ୍ଦ ଖେଳରତ୍ନ ପାଇଁ ପ୍ରମୋଦ ଭଗତଙ୍କ ନାଁ ସୁପାରିଶ

ନୂଆଦିଲ୍ଲୀ – ୨୦୨୧ ମସିହା ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପାଇଁ ଓଡିଶାର ପାରା ବ୍ୟାଡମିଂଟନ ତାରକା ପ୍ରମୋଦ ଭାଗବତଙ୍କ ନାଁ ସୁପାରିଶ କରାଯାଇଛି । ଟୋକିଓ ପାରା ଅଲିମ୍ପିକ୍ସ ବ୍ୟାଡମିଂଟନରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ପ୍ରମୋଦ ଭାଗତ । ଏହାଛଡା ସେ ବିଶ୍ୱ ପାରା ବ୍ୟାଡମିଂଟନ ଚାମ୍ପିଅନସିପ…

ପଞ୍ଚାୟତ ନିର୍ବାଚନ ନେଇ ନଭେମ୍ବର ୬ରେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର- ପଂଚାୟତ ନିର୍ବାଚନ ନେଇ ଆଲୋଚନା କରିବାକୁ ନଭେମ୍ବର ୬ ତାରିଖରେ ଡକାଯାଇଛି ସର୍ବଦଳୀୟ ବୈଠକ । ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଡକାଯାଇଛି ସର୍ବଦଳୀୟ ବୈଠକ । ସବୁ ଦଳର ନେତାଙ୍କ ସହ ଆଲୋଚନା କରି ମତାମତ ଲୋଡିବେ କମିଶନ । କୋଭିଡ ଦୃଷ୍ଟିରୁ ସବୁ ଦଳରୁ ସର୍ବାଧିକ ୨ ଜଣ ଲେଖାଏଁ…

ନାକଟିଦେଉଳର ହିତସରା ଜଙ୍ଗଲରେ ମିଳିତ ଚଢାଉ, ବିପୁଳ ପରିମାଣର ଗଞ୍ଜେଇ ଚାଷ ନଷ୍ଟ କଲା ପୁଲିସ ଓ ଅବକାରୀ ବିଭାଗ

ସମ୍ବଲପୁର: ଦୀର୍ଘ ବର୍ଷର ବ୍ୟବଧାନ ପରେ ପୁଣି ରେଢାଖୋଲ ଉପଖଣ୍ଡର ବିଭିନ୍ନ ଜଂଗଲରେ ଗଞ୍ଜେଇ ଚାଷ ହୋଇଥିବା ସୂଚନା ମିଳୁଛି | ଏନେଇ ଆଜି ନିର୍ଦ୍ଧିଷ୍ଟ ସୂଚନା ପାଇ ପୁଲିସ ଓ ଅବକାରୀ ବିଭାଗର ମିଳିତ ଟିମ୍ ନାକଟିଦେଉଳର ହିତସରା ଜଂଗଲରେ ଚଢାଉ କରିଛି | ପୋଲିସ ଏବଂ ଏକ୍ସାଇଜ୍ କର୍ମଚାରୀଙ୍କ…

ଦୀପାବଳି ପୂର୍ବରୁ ବଢ଼ିପାରେ ଏଲପିଜି ଦର

ନୂଆଦିଲ୍ଲୀ: ପେଟ୍ରୋଲ, ଡିଜେଲ ଦରରେ ବ୍ରେକ୍ ଲାଗୁନଥିବା ବେଳେ ସାଧାରଣ ଲୋକଙ୍କୁ ଆଉ ଏକ ବଡ଼ ଝଟକା ଲାଗିପାରେ । ଦୀପାବଳି ପୂର୍ବରୁ ଏଲପିଜି ସିଲିଣ୍ଡର (ଏଲପିଜି) ର ମୂଲ୍ୟ ବୃଦ୍ଧି ପାଇପାରେ | ଏକ ସୂତ୍ରରୁ ପ୍ରକାଶ ଯେ ଏଲପିଜି ପ୍ରକୃତ ବଜାର ଦାମ୍ ଠାରୁ କମ୍ ମୂଲ୍ୟରେ ବିକ୍ରି ହେଉଥିବାରୁ…