କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲା: ଜାମିନ ପାଇଁ ହାଇକୋର୍ଟ ଗଲେ ଆର୍ୟନ

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇ ଜେଲରେ ଥିବା ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ୍ ଜାମିନ ପାଇଁ ବମ୍ବେ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ଜଷ୍ଟିସ ନିତିନ ଡବ୍ଲୁ ସାମ୍ବ୍ରେଙ୍କ ନିକଟରେ ଆର୍ୟନ ଖାନଙ୍କ ଓକିଲ ଜାମିନ ଆବେଦନ କରିଛନ୍ତି। ଡ୍ରଗ୍ସ…

ତୈଳଦର ବୃଦ୍ଧିରୁ ମିଳିପାରେ ଆଶ୍ବସ୍ତି, ପେଟ୍ରୋଲ-ଡିଜେଲ୍ ଉପରେ ଅବକାରୀ ଶୁଳ୍କ ହ୍ରାସ କରିବାକୁ ବିଚାର କରୁଛନ୍ତି…

ନୂଆଦିଲ୍ଲୀ: କ୍ରମାଗତ ତୈଳଦର ବୃଦ୍ଧି ଯୋଗୁଁ ହନ୍ତସନ୍ତ ହେଉଥିବା ସାଧାରଣ ଜନତାଙ୍କୁ କିଛି ଆଶ୍ବସ୍ତି ମିଳିପାରେ । କାରଣ ପେଟ୍ରୋଲ ଏବଂ ଡିଜେଲ ଉପରେ ସରକାର ଅବକାରୀ ଶୁଳ୍କ ହ୍ରାସ କରିବାକୁ ବିଚାର କରୁଛନ୍ତି । ମହାମାରୀ ଆରମ୍ଭ ହେବା ପରଠୁ ପ୍ରଥମ ଥର ପାଇଁ ପେଟ୍ରୋଲ-ଡିଜେଲ୍ ଉପରେ ଅବକାରୀ…

ପଂଚାୟତ ନିର୍ବାଚନ ପ୍ରସ୍ତୁତି : ସ୍ଥାନୀୟ ଅଧିକାରୀଙ୍କୁ ନଭେମ୍ବର ୧୫ ପୂର୍ବରୁ ବଦଳି ପାଇଁ ସିଏସଙ୍କୁ ରାଜ୍ୟ ନିର୍ବାଚନ…

ଭୁବନେଶ୍ୱର –ଆସନ୍ତାବର୍ଷ ହେବାକୁ ଥିବା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ ହୋଇଛି । ନିର୍ବାଚନ ପୂର୍ବରୁ ନିଜ ଅଂଚଳରୁ ଅଧିକାରୀଙ୍କୁ ହଟାଇବା ମୁଖ୍ୟ ଶାସନ ସଚିବଙ୍କୁ ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ଚିଠି ଲେଖାଯାଇଛି ।…

ଗୋବିନ୍ଦ ସାହୁକୁ ୫ ଦିନିଆ ପୋଲିସ ରିମାଣ୍ଡ

ବଲାଙ୍ଗୀର – ବହୁଚର୍ଚ୍ଚିତ ମମିତା ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ୫ ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି କୋର୍ଟ । ଆଜି ଗୋବିନ୍ଦ ସାହୁକୁ ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ହାଜର କରି ରିମାଣ୍ଡ ପାଇଁ ଆବେଦନ କରିଥିଲା ପୋଲିସ । କୋର୍ଟ ୫ ଦିନିଆ ରିମାଣ୍ଡ…

ମମିତା ମୃତ୍ୟୁ ମାମଲାରେ ଉତ୍ତରାଂଚଳ ଡିଆଇଜିଙ୍କ ଖୁଲାସା : ପରକୀୟା ପ୍ରୀତି ସଂପର୍କରେ ଜାଣିଥିବାରୁ ମମିତାଙ୍କୁ ହତ୍ୟା…

ଭୁବନେଶ୍ୱର – ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ରହସ୍ୟ ଉପରୁ ପରଦା ଉଠାଇଛି ପୋଲିସ । ସନସାଇନ୍ ପବ୍ଲିକ ସ୍କୁଲ୍‌ର ମାଲିକ ଗୋବିନ୍ଦ ସାହୁ ଯୋଜନାବଦ୍ଧ ଭାବେ ମମିତାଙ୍କୁ ହତ୍ୟା କରିଛି ବୋଲି ଉତ୍ତରାଂଚଳ ଡିଆଇଜି ଦୀପକ କୁମାର ଖୁଲାସା କରିଛନ୍ତି । ଗୋବିନ୍ଦର ପରକୀୟ ପ୍ରୀତି ବିଷୟରେ ମମିତା…

ଡ୍ରଗ୍ସ ପାର୍ଟି ମାମଲାରେ ଆର୍ଯ୍ୟନଙ୍କୁ ପୁଣି ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଥିବା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କୁ ପୁଣି ଝଟକା ଲାଗିଛି । ସ୍ପେଶାଲ୍ ଏନଡିପିଏସ୍ କୋର୍ଟ ଆର୍ୟନଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି । ଆର୍ଯ୍ୟନ ଖାନଙ୍କୁ ଗତ ୧୩ ଦିନ ଧରି ମୁମ୍ବାଇର ଆର୍ଥର ରୋଡ ଜେଲରେ ରଖାଯାଇଛି। ଗତ…

ଅଷ୍ଟ୍ରେଲିଆର ପୂର୍ବତନ ବ୍ୟାଟ୍ସମ୍ୟାନ୍ ମାଇକେଲ ସ୍ଲେଟର ଗିରଫ

ସିଡନୀ: ଘରୋଇ ହିଂସା ମାମଲାରେ ଅଷ୍ଟ୍ରେଲିଆର ପୂର୍ବତନ ବ୍ୟାଟ୍ସମ୍ୟାନ୍ ମାଇକେଲ ସ୍ଲେଟରଙ୍କୁ ଗିରଫ କରାଯାଇଛି। ବୁଧବାର ଅଷ୍ଟ୍ରେଲିଆ ଗଣମାଧ୍ୟମ ଏହି ସୂଚନା ଦେଇଛି। ସ୍ଲାଟରଙ୍କ ମ୍ୟାନେଜର ସୀନ୍ ଆଣ୍ଡରସନ ମିଡିଆ ରିପୋର୍ଟ ଉପରେ ମନ୍ତବ୍ୟ ଦେବାକୁ ମନା କରି ଦେଇଛନ୍ତି। ନ୍ୟୁ ସାଉଥ ୱେଲ୍ସ…

ଲକ୍ଷ୍ମୀପୁର ହିଂସା ମାମଲା: ଷ୍ଟାଟସ୍ ରିପୋର୍ଟ ଦାଖଲରେ ବିଳମ୍ବ ନେଇ ଯୋଗୀ ସରକାରକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରୀରେ ହିଂସା ମାମଲାରେ ଯୋଗୀ ସରକାରଙ୍କୁ ପୁଣି ଥରେ ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ । ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ବୁଧବାର ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ଓକିଲ ହରିଶ ସାଲଭେଙ୍କୁ କହିଛନ୍ତି ଯେ ଗତକାଲି…