ଡ୍ରଗ୍ସ କାରବାରରେ ସମ୍ପୃକ୍ତ ଅଛନ୍ତି ଆର୍ୟନ, ଜାମିନକୁ ବିରୋଧ କଲା ଏନସିବି

ମୁମ୍ବାଇ: କ୍ରୁଜ ଜାହାଜ ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଆଜି କୋର୍ଟରେ ଜବାବ ଦାଖଲ କରିଛି। ଏନସିବି ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ଜାମିନକୁ ବିରୋଧ କରିଛି। ଏନସିବି ନିଜ ଜବାବରେ କହିଛି ଯେ ଯଦିଓ ତାଙ୍କ ନିକଟରୁ ଡ୍ରଗ୍ସ ଜବତ କରାଯାଇ ନାହିଁ,…

ଲକ୍ଷ୍ମୀପୁର ହିଂସା ମାମଲା: ଆଶିଷ ମିଶ୍ରଙ୍କ ଜାମିନ ଆବେଦନ ଖାରଜ

ଲକ୍ଷ୍ନୌ: ଲକ୍ଷ୍ମୀପୁର ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ର ତେନିଙ୍କ ପୁଅ ଆଶିଷ ମିଶ୍ରଙ୍କ ଜାମିନ ଆବେଦନକୁ ସିଜେଏମ୍ କୋର୍ଟ ଖାରଜ କରିଦେଇଛନ୍ତି। ସୂଚନାନୁସାରେ, ଆଶିଷଙ୍କ ଓକିଲମାନେ ଜାମିନ ଆବେଦନକୁ ଜିଲ୍ଲା ଜଜ୍ କୋର୍ଟରେ ସ୍ଥାନାନ୍ତର କରିବାକୁ ପ୍ରସ୍ତୁତ…

ଟି-୨୦ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆର ନୂଆ ଜର୍ସି ଉନ୍ମୋଚିତ

ମୁମ୍ବାଇ: ଅକ୍ଟୋବର ୧୭ରୁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଏବଂ ଓମାନରେ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆର ନୂଆ ଜର୍ସି ଉନ୍ମୋଚିତ କରାଯାଇଛି। ବିସିସିଆଇ ବୁଧବାର ଟ୍ୱିଟ୍ କରି ପ୍ରଶଂସକଙ୍କ ସହ ଦଳର ନୂଆ ଜର୍ସି ସେୟାର କରିଛି। ବିସିସିଆଇ ଟ୍ୱିଟ୍‌ରେ ଲେଖିଛି,…

କେନ୍ଦ୍ରର ଗାଇଡଲାଇନ ଓ ଟିକା ଆସିଲେ ରାଜ୍ୟରେ ପିଲାଙ୍କର ହେବ କୋଭିଡ ଟିକାକରଣ : ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର – ଶିଶୁଙ୍କୁ କୋରୋନା ଟିକା ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, କେନ୍ଦ୍ରର ଗାଇଡଲାଇନ ଓ ଟିକା ଆସିଲେ ୨ ରୁ ୧୮ ବର୍ଷ ବୟସ ବର୍ଗଙ୍କ ଟିକାକରଣ ହେବ । ଟାସ୍କଫୋର୍ସର ରିପୋର୍ଟ ଅନୁସାରେ ଡ୍ରଗ୍ସ କଂଟ୍ରୋଲ ଜେନେରାଲ ଅଫ୍ ଇଣ୍ଡିଆ…

କୋରୋନା ସଂକ୍ରମଣ ମାମଲା : ଦୀର୍ଘ ଦିନ ପରେ ରେଡ୍ ଜୋନକୁ ଫେରିଲା ଖୋର୍ଦ୍ଧା ଜିଲ୍ଲା

ପୁରୀ - ପାର୍ବଣରେ ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ବଢୁଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଚିନ୍ତାର କାରଣ ହୋଇଛି । ଦୀର୍ଘଦିନ ପରେ ରେଡ୍ ଜୋନକୁ ଫେରିଛି ଖୋର୍ଦ୍ଧା ଜିଲ୍ଲା । ଭୁବନେଶ୍ୱରରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତାମାନ ରାଜଧାନୀରେ ହିଁ କେବଳ ୩ ହଜାର ୬୩୬ ସକ୍ରିୟ ମାମଲା…

ଶାହରୁଖ ଖାନଙ୍କ ପୁଅ ବୋଲି ଆର୍ୟନଙ୍କୁ ଟାର୍ଗେଟ୍ କରାଯାଉଛି: ଶତ୍ରୁଘ୍ନ ସିହ୍ନା

ମୁମ୍ବାଇ: କ୍ରୁଜ୍ ଜାହଜାରେ ଡ୍ରଗ୍ସ ପାର୍ଟି ମାମଲାରେ ପୁଅ ଆର୍ୟନ ଖାନ୍ ଗିରଫ ହେବା ପରଠୁ ସୁପରଷ୍ଟାର ଶାହରୁଖ ଖାନ୍ ଓ ତାଙ୍କ ପରିବାରକୁ ବଲିଉଡ୍‌ର ସେଲିବ୍ରିଟିଙ୍କ ସମର୍ଥନର ସୁଅ ଛୁଟିଛି । ଏବେ ଭେଟେରାନ ଅଭିନେତା ତଥା ରାଜନେତା ଶତ୍ରୁଘ୍ନ ସିହ୍ନା ମଧ୍ୟ ଏହି ଘଟଣାରେ ପ୍ରତିକ୍ରିୟା…

ପୁରୀରୁ ୨୫୦ ଗ୍ରାମ ବ୍ରାଉନସୁଗାର ଜବତ , ୬ ଗିରଫ

ପୁରୀ- ପୁରୀ ବଳିଆପଣ୍ଡା ବାଇପାସ ଅଂଚଳରୁ ୨୫୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି ପୋଲିସ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ହେବ । ଏହି ଘଟଣାରେ ୫ ଡିଲର ଓ ଜଣେ ସପ୍ଲାୟରଙ୍କୁ ଗିରଫ କରିଛି ପୁରୀ ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ । ସେମାନଙ୍କଠାରୁ ଗୋଟିଏ ବାଇକ,…