ଢେଙ୍କାନାଳ ଏଟିଏମ ଭ୍ୟାନ ଲୁଟେରାଙ୍କ ନାଁରେ ରହିଛି ବହୁ ଅପରାଧିକ ମାମଲା, ଫେରାର ଲୁଟେଲା ନୟାଗଡରେ ଲୁଚିଥିବା ସନ୍ଦେହ

ଭୁବନେଶ୍ୱର – ଢେଙ୍କାନାଳ ଏଟିଏମ କ୍ୟାସ ଭ୍ୟାନ ଲୁଟ୍ ଘଟଣା ସଂପର୍କରେ ବିସ୍ତୃତ ସୂଚନା ଦେଇଛି ପୋଲିସ । କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ପ୍ରେସମିଟରେ କହିଛନ୍ତି ଯେ, ଲୁଟ୍‌ର ମାତ୍ର ୪୫ ମିନିଟ ମଧ୍ୟରେ ୩ ଲୁଟେରାଙ୍କୁ ଗିରଫ କରାଯାଇଥିଲା । ଗତକାଲି ଭ୍ୟାନ ଲୁଟ୍ କରି ୧ କୋଟି ୨୯ ଲକ୍ଷ…

ଅକ୍ଟୋବର ୧୮ରୁ ଶତ ପ୍ରତିଶତ କ୍ଷମତା ସହ ଉଡ଼ିବ ଘରୋଇ ବିମାନ

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ସୁଧୁରୁ ଥିବା ବେଳେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅକ୍ଟୋବର ୧୮ ରୁ ଶତ ପ୍ରତିଶତ କ୍ଷମତା ସହିତ ଘରୋଇ ବିମାନ ଚଳାଚଳ କରିବାକୁ ଅନୁମତି ଦେଇଛି ‌। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ମଙ୍ଗଳବାର ଏ ସମ୍ପର୍କରେ ଏକ ନିର୍ଦ୍ଦେଶନାମା ଜାରି…

କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଅଶାଳୀନ ଆଚରଣକୁ ଓଏଏସ ସଂଘର ନିନ୍ଦା, ଭବିଷ୍ୟତରେ କାର୍ଯ୍ୟକ୍ରମ ବର୍ଜନ…

ବାରିପଦା – ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ପ୍ରତି ଅଶାଳୀନ ଆଚରଣ ଯୋଗୁଁ କେନ୍ଦ୍ର ଜଳଶକ୍ତି ଏବଂ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ମନ୍ତ୍ରୀଙ୍କ ଆଚରଣକୁ ଓଏଏସ ସଂଘ ନିନ୍ଦା କରିବା ସହ ଭବିଷ୍ୟତରେ ତାଙ୍କ କାର୍ଯ୍ୟକ୍ରମ ବର୍ଜନ…

ବାଲ୍ୟ ବିବାହକୁ ପ୍ରୋତ୍ସାହନ ଅଭିଯୋଗ ମଧ୍ୟରେ ବିବାଦୀୟ ‘ବିବାହ ପଞ୍ଜିକରଣ ବିଲ୍’ ପ୍ରତ୍ୟାହାର କଲେ…

ନୂଆଦିଲ୍ଲୀ: ରାଜସ୍ଥାନର ଅଶୋକ ଗେହଲୋଟ୍ ସରକାର ବିବାଦୀୟ ବିବାହ ପଞ୍ଜିକରଣ (ସଂଶୋଧନ) ବିଲ୍ ୨୦୨୧ ପ୍ରତ୍ୟାହାର କରି ନେଇଛନ୍ତି। ଏହି ବିଲ୍ କୁ ବିଭିନ୍ନ ସାମାଜିକ ସଂଗଠନ ଏବଂ ବିରୋଧୀ ଦଳ ପ୍ରବଳ ବିରୋଧ କରିଥିଲେ । ଏହି ବିଲ୍ ଦ୍ବାରା ରାଜସ୍ଥାନରେ ଶିଶୁ ବିବାହକୁ ପ୍ରୋତ୍ସାହିତ କରାଯାଉଛି…

୨ ରୁ ୧୮ ବର୍ଷ ବୟସର ପିଲାଙ୍କ ପାଇଁ ‘କୋଭାକ୍ସିନ’ ଟିକାର ଜରୁରୀ ବ୍ୟବହାର ଲାଗି ସୁପାରିସ

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଦେଶରେ ପିଲାମାନଙ୍କ ପାଇଁ କରୋନା ଟିକା ଉପଲବ୍ଧ ହେବ | ୨ ରୁ ୧୮ ବର୍ଷ ବୟସର ପିଲାମାନଙ୍କ ପାଇଁ ଭାରତ ବାୟୋଟେକର 'କୋଭାକ୍ସିନ' ଟିକାର ଜରୁରୀ ବ୍ୟବହାର ପାଇଁ ସବଜେକ୍ଟ ଏକ୍ସପର୍ଟ କମିଟି (ଏସ୍ଇସି) ଭାରତୀୟ ଡ୍ରଗ୍ସ ନିୟନ୍ତ୍ରକ (ଡିସିଜିଆଇ)କୁ ସୁପାରିସ କରିଛି।…

ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟ : ଶ୍ୱାସରୁଦ୍ଧ ହୋଇ ମନୀଷଙ୍କ ମୃତ୍ୟୁ ହୋଇଥିବା ସୂଚନା

ଭୁବନେଶ୍ୱର- ବରିଷ୍ଠ ସାମ୍ବାଦିକଙ୍କ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁ ମାମଲାରେ ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ଶ୍ୱାସରୁଦ୍ଧ ହୋଇ ମନୀଷଙ୍କ ମୃତ୍ୟୁ ହୋଇଛି । ଏ ନେଇ ଏମ୍‌ସ ପିଆରଓ ପ୍ରଭାସ ତ୍ରିପାଠୀ ସୂଚନା ଦେଇଛନ୍ତି । ଦିନେ ଦୁଇ ଦିନ ମଧ୍ୟରେ ଚୂଡାନ୍ତ ପୋଷ୍ଟମର୍ଟମ…