ଧରାହେଲା ଅନ୍‌ଲାଇନ୍‌ ବେଟିଂ କାରବାର, ୮ ଗିରଫ, ୮.୬୩ ଲକ୍ଷ ଜବତ

ବ୍ରହ୍ମପୁର: ତେଣେ ଖେଳାଯାଉଛି ଆଇପିଏଲ୍‌ କ୍ରିକେଟ୍‌ ମ୍ୟାଚ୍। ଏଣେ ଅନ୍‌ଲାଇନ୍‌ରେ ଚାଲୁଛି ବେଟିଂ। କିଏ ଜିତିବ, କିଏ ହାରିବ, କାହାର ସ୍କୋର୍ କେତେ ହେବ। କେଉଁ ବ୍ୟାଟର୍ କେତେ ରନ୍ କରିବ ଓ କେଉଁ ବୋଲର୍ କେତେ ଜଣଙ୍କୁ ଆଉଟ୍‌ କରିବ l ଲକ୍ଷ ଲକ୍ଷ ଟଙ୍କା ଜୁଆରେ ଲାଗୁଛି। ଏଭଳି ବେଆଇନ…

ପୂଜା ସମୟରେ ପୂର୍ବତଟ ରେଳପଥ ପକ୍ଷରୁ ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ

ଭୁବନେଶ୍ବର: ଯାତ୍ରୀମାନଙ୍କ ସୁବିଧା ପାଇଁ ଏବଂ ଆଗାମୀ ପର୍ବପର୍ବାଣିରେ ଯାତ୍ରୀମାନଙ୍କ ଅତିରିକ୍ତ ପ୍ରତିକ୍ଷ୍ୟା ସୂଚୀକୁ ଏଡ଼ାଇବାପାଇଁ ପୂର୍ବ ତଟ ରେଳପଥ ପକ୍ଷରୁ ବିଭିନ୍ନ ଗନ୍ତବ୍ୟ ସ୍ଥାନକୁ କିଛି ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବା ପାଇଁ ବ୍ୟବସ୍ଥା କରାଯାଇଅଛି ।…

ଲକ୍ଷ୍ମୀପୁର ହିଂସା ମାମଲା: କେନ୍ଦ୍ରମନ୍ତ୍ରୀଙ୍କ ପୁଅଙ୍କୁ ତିନି ଦିନିଆ ପୋଲିସ ରିମାଣ୍ଡ

ଲକ୍ଷ୍ନୌ: ଲକ୍ଷ୍ମୀପୁର ଖେରୀ ହିଂସା ଘଟଣାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରଙ୍କୁ ତିନି ଦିନିଆ ପୋଲିସ ରିମାଣ୍ଡରେ ପଠାଯାଇଛି। ପୋଲିସ ୧୪ ଦିନ ରିମାଣ୍ଡ ପାଇଁ ଆବେଦନ କରିଥିଲା । ହେଲେ କୋର୍ଟ ଆଶିଷଙ୍କୁ କେବଳ ତିନି ଦିନ ପୋଲିସ ହାଜତକୁ ପଠାଇଛନ୍ତି । ଆଶିଷ ବର୍ତ୍ତମାନ ଅକ୍ଟୋବର ୧୨ ରୁ ୧୫…

ଆମେରିକାର ଡେଭିଡ କାର୍ଡ, ଜୋଶୁଆ ଡି’ଏଙ୍ଗ୍ରିଷ୍ଟ ଓ ଗୁଇଡୋ ଇମ୍ବେନ୍ସଙ୍କୁ ଅର୍ଥନୀତିରେ ନୋବେଲ ପୁରସ୍କାର

ଷ୍ଟକହୋମ:ଅର୍ଥନୀତି ପାଇଁ ଆମେରିକାର ଡେଭିଡ କାର୍ଡ, ଜୋଶୁଆ ଡି’ଏଙ୍ଗ୍ରିଷ୍ଟ ଏବଂ ଗାଇଡୋ ଇମ୍ବେନ୍ସ ଚଳିତ ବର୍ଷ ନୋବେଲ ପୁରସ୍କାର ପାଇବେ। ସୋମବାର ନୋବେଲ କମିଟି ଏହା ଘୋଷଣା କରିଛି। ଆମେରିକାର ତିନିଜଣ ଅର୍ଥନୀତିଜ୍ଞ ନିଯୁକ୍ତି ଭଳି ପ୍ରମୁଖ ସାମାଜିକ ପ୍ରସଙ୍ଗ ଉପରେ ଗବେଷଣା ପାଇଁ ଏହି…