ବିରଳ ବିଗ୍ରହ ସିରୁଳି ମହାବୀର, ଜାଣନ୍ତୁ ଏ ସଂପର୍କରେ କିଛି ଅଜଣା କଥା

ପୁରୀ ରୁ ଚନ୍ଦନପୁର ଦେଇ ଜଟଣୀ ଛକ ଯିବା ରାସ୍ତାରେ ପଡେ ସିରୁଳି ଗ୍ରାମ। ପୁରୀ ଠାରୁ ପ୍ରାୟ ୩୩ କି.ମି ଦୂରରେ ରହିଛି ଏହି ଗ୍ରାମ। ଏହି ଗ୍ରାମଟି ପର୍ଯ୍ୟଟନ ମାନଚିତ୍ରରେ ସିରୁଳି ମହାବୀର ପାଇଁ ପ୍ରସିଦ୍ଧ। ଓଡ଼ିଶାରେ ଥିବା ମୁଖ୍ୟ ହନୁମାନ ପୀଠ ମାନଙ୍କ ମଧ୍ୟରେ ସିରୁଳି ମହାବୀର ଅନ୍ୟତମ ।…

ଗୀତା ମହାତ୍ମ୍ୟ: ଜଂ ହି ନ ବ୍ୟଥୟନ୍ତ୍ୟେତେ ପୁରୁଷମ ପୁରୁଷର୍ଷଭ। ସମଦୁଃଖସୁଖଂ ଧୀରମ ସୋଅମୃତତ୍ୟୟ କଳ୍ପତେ

 ଜଂ ହି ନ ବ୍ୟଥୟନ୍ତ୍ୟେତେ ପୁରୁଷମ ପୁରୁଷର୍ଷଭ। ସମଦୁଃଖସୁଖଂ ଧୀରମ ସୋଅମୃତତ୍ୟୟ କଳ୍ପତେ ଶ୍ରୀ ଭଗବାନ କହିଲେ : ହେ ପୁରୁଷଶ୍ରେଷ୍ଠ ! ଦୁଃଖସୁଖକୁ ସମାନ ଦୃଷ୍ଟିରେ ଦେଖୁଥିବା ଯେଉଁ ଧୀର ପୁରୁଷଙ୍କୁ ଏହି ଇନ୍ଦ୍ରିୟ ଓ ବିଷୟରେ ସଂଯୋଗ ବ୍ୟାକୁଳ କରିପାରେ ନାହିଁ, ସେ ହିଁ ମୋକ୍ଷପାଇଁ.…

ମହାନଦୀରେ ୩ ଭାସିଯିବା ଘଟଣା; ବାପ ପୁଅ ମ୍ରୁତ, ଝିଅ ନିଖୋଜ

ସମ୍ବଲପୁର : ଆଜି ଅପରାହ୍ନରେ ସମ୍ବଲପୁରର ମହାନଦୀ ଘାଟରେ ଗୋଟିଏ ପରିବାରର ୩ଜଣ ଭାସିଯିବା ଘଟଣାରେ ଉଭୟ ବାପା ଓ ପୁଅର ମ୍ରୁତ୍ୟୁ ହୋଇଛି | ସେପଟେ ଝିଅ ଏବେ ବି ନିଖୋଜ ଅଛି | ଆଜି ସହରର ପେନସନ ପଡାର ରୁକସାନା(12) ଓ ଭାଇ ଅବତାବ (10) ରିଂରୋଡ କଡରେ ମହାନଦୀରେ ଗାଧୋଉଥିଲେ | ଏହି ସମୟରେ…

ଯୁବ ବିଜେଡି ତରଫରୁ ସ୍ବଚ୍ଛତା ଅଭିଯାନ

ସମ୍ବଲପୁର: ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଏକ ମାସ ଧରି ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ ସଫେଇ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରି ଲୋକଙ୍କ ମଧ୍ୟରେ ସ୍ବଚ୍ଛତାର ବାର୍ତ୍ତା ଦେବାପାଇଁ ତଥା ବିଭିନ୍ନ ସାମାଜିକ କାର୍ଯ୍ୟ କରିବା ପାଇଁ ବିଜୁ ଯୁବ ଜନତା…