କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲା: ଜଣେ ଓଡିଆଙ୍କ ସହ ଆଉ ଦୁଇ ଗିରଫ

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଆଉ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ଓଡ଼ିଆ ଅଛନ୍ତି ବୋଲି କୁହାଯାଇଛି। ଏହି ମାମଲାରେ ଏଯାବତ୍ ୧୧ ଜଣଙ୍କୁ ଗିରଫ କରାଯାଇଛି । ଏନସିବି କ୍ରୁଜ ପାର୍ଟିର ୪ ଜଣ ଆୟୋଜକଙ୍କୁ…

୨୧୬ ପୋଲିସ ଫାଣ୍ଡି ଦାୟିତ୍ୱରେ ରହିବେ ସବ୍ ଇନ୍ସପେକ୍ଟର, ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର: ଓଡ଼ିଶା ପୋଲିସର ୨୧୬ଟି ଫାଣ୍ଡି ଦାୟିତ୍ୱରେ ଏଣିକି ସବ୍‌ଇନ୍‌ସପେକ୍ଟର ମାନେ ରହିବେ । ଏ ସମ୍ପର୍କୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ପୂର୍ବରୁ ସହକାରୀ ସବ୍ ଇନ୍ସପେକ୍ଟର ମାନେ ଫାଣ୍ଡି ଦାୟିତ୍ୱରେ ରହୁଥିଲେ । କମିଶନରେଟ୍‌ ପୋଲିସ ଠାରୁ…

ଗଞ୍ଜାମ: ବହୁମୁଖୀ ପ୍ରତିଭା ଡା. ଗୋପାଳକୄଷ୍ଣ ତ୍ରିପାଠୀଙ୍କ ବିୟୋଗ

ବ୍ରହ୍ମପୁର: ସୋମବାର ଦିନ ସ୍ବର୍ଗତ ଡା. ଗୋପାଳକୃଷ୍ଣ ତ୍ରିପାଠୀଙ୍କ ବାରପତ୍ର କାର୍ଯ୍ୟକ୍ରମ ପୁରୀ ବୋଇରାଇନି ଧର୍ମଶାଳାରେ ଅନୁଷ୍ଠିତ ହୋଇଯାଇଛି। ସେ ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲରେ ବ୍ରେନ୍ ସର୍ଜରୀ ପରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ସ୍ବର୍ଗତ ତ୍ରିପାଠୀ ଏକାଧାରରେ…