କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲା: ଶାହରୁଖ ଖାନଙ୍କ ପୁଅଙ୍କୁ ମିଳିଲାନି ଜାମିନ, ଅକ୍ଟୋବର ୭ ଯାଏଁ ଏନସିବି ରିମାଣ୍ଡରେ…

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଥିବା ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ଜାମିନ ମିଳିନାହିଁ । ମୁମ୍ବାଇର ଏକ କୋର୍ଟ ତାଙ୍କୁ ଅକ୍ଟୋବର ୭ ପର୍ଯ୍ୟନ୍ତ ଏନସିବି ରିମାଣ୍ଡରେ ପଠାଇଛନ୍ତି। ଅନ୍ୟ ଦୁଇ ଅଭିଯୁକ୍ତ ଅରବାଜ ମର୍ଚାଣ୍ଟ ଏବଂ ମୁନମୁନ୍ ଧାମେଚା ମଧ୍ୟ ୭ ଯାଏଁ…

ମହାନଦୀରେ ଭାସିଗଲେ ଗୋଟିଏ ପରିବାରର ୩ଜଣ, ଉଦ୍ଧାର କାର୍ଯ୍ୟ ଜାରି

ସମ୍ବଲପୁର : ଆଜି ଅପରାହ୍ନରେ ସମ୍ବଲପୁରର ମହାନଦୀ ଘାଟରେ ଏକ ଅଘଟଣ ଘଟିଛି | ଗାଧୋଇବାକୁ ଯାଇ ଗୋଟିଏ ପରିବାରର ୩ଜଣ ଭାସିଯାଇଛନ୍ତି | ସେମାନଙ୍କ ମଧ୍ୟରୁ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି | ଆଜି ରୁକସାନା(12) ଓ ଭାଇ ଅବତାବ (10)…