ନୂଆ ଆକଳନ : ପିକ୍ ବେଳେ ରାଜ୍ୟରେ ଦୈନିକ ସଂକ୍ରମମ ୨୨ରୁ ୨୫ ହଜାର ଯାଇପାରେ

ଭୁବନେଶ୍ୱର- ରାଜ୍ୟରେ କୋରୋନାର ତୃତୀୟ ଲହରରେ ଦିନକୁ ଦିନ ଦ୍ରୁତଗତିରେ ବଢିଚାଲିଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ଦୁଇ ଦିନ ହେଲା ସଂକ୍ରମଣ ୧୦ ହଜାର ଉପରେ ରହୁଛି । ତେବେ ପିକ୍ ସମୟରେ ରାଜ୍ୟରେ ସଂକ୍ରମଣ କେତେ ରହିବ, ସେ ନେଇ ଚର୍ଚ୍ଚା ଚାଲିଛି । ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ ସାଇନ୍ସ ଓ…

ଜାନୁଆରୀ ୩୧ ତାରିଖରୁ ପାର୍ଲାମେଂଟର ବଜେଟ୍ ଅଧିବେଶନ, ଫେବ୍ରୁଆରୀ ପହିଲାରେ ବଜେଟ୍‌

ନୂଆଦିଲ୍ଲୀ - ପାର୍ଲାମେଂଟର ବଜେଟ୍ ଅଧିବେଶନ ଜାନୁଆରୀ ୩୧ ତାରିଖରେ ଆରମ୍ଭ ହେବ । ଫେବ୍ରୁଆରୀ ପହିଲାରେ ପୂର୍ବାହ୍ନରେ ଉପସ୍ଥାପନ ହେବ ସାଧାରଣ ବଜେଟ୍ । ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୩୧ରୁ ଫେବ୍ରୁଆରୀ ୧୧ ଯାଏଁ ଚାଲିବ । ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୪ରୁ…

ହୃଦଘାତରେ ବରିଷ୍ଠ ସାମ୍ବାଦିକ କମାଲ ଖାନଙ୍କ ମୃତ୍ୟୁ

ଲକ୍ଷ୍ନୌ: ବରିଷ୍ଠ ସାମ୍ବାଦିକ କମାଲ ଖାନଙ୍କର ହୃଦଘାତରେ ମୃତ୍ୟୁ ହୋଇଯାଇଛି। ଆଜି ସକାଳେ ଲକ୍ଷ୍ନୌ ସ୍ଥିତ ବଟଲର ପ୍ୟାଲେସ କଲୋନୀରେ ତାଙ୍କର ନିଧନ ହୋଇଛି। କମାଲ ଖାନଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସାମ୍ବାଦିକତା ଜଗତରେ ଶୋକର ଛାୟା ଖେଳିଯାଇଛି। ୬୧ ବର୍ଷ ବୟସ୍କ କମଲ ଖାନ ତାଙ୍କ…