ଉତ୍ତରାଖଣ୍ଡରେ ନୌସେନା ଦଳ ହିମସ୍ଖଳନର ଶିକାର, ୬ ନିଖୋଜ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ଏକ ନୌସେନା ଦଳ ହିମସ୍ଖଳନର ଶିକାର ହୋଇଛି। ଏହି ଘଟଣା ତ୍ରିଶୂଲ ପର୍ବତରେ ଘଟିଛି। ଏହି ନୌସେନା ଦଳ ପର୍ବତାରୋହଣ ପାଇଁ ଏଠାକୁ ଆସିଥିଲେ।ଏହି ଘଟଣାରେ ପାଞ୍ଚ ଜଣ ପର୍ବତାରୋହୀ ଏବଂ ଜଣେ ପୋର୍ଟର ନିଖୋଜ ଥିବା କୁହାଯାଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ତ୍ରିଶୁଳ…

ଏୟାର ଇଣ୍ଡିଆକୁ ଟାଟା କିଣିଥିବା ଖବରକୁ କେନ୍ଦ୍ର ସରକାରଙ୍କ ଖଣ୍ଡନ

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆକୁ ଅଧିଗ୍ରହଣ ପାଇଁ ଟାଟା ଗ୍ରୁପ୍‌ର ବିଡକୁ ମଞ୍ଜୁରି ଦିଆଯାଇଥିବା ଖବରକୁ ସରକାର ଖଣ୍ଡନ କରିଛନ୍ତି। କିଛି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଥିଲା ଯେ ଏୟାର ଇଣ୍ଡିଆ ଅଧିଗ୍ରହଣ ପାଇଁ ଟାଟା ଗ୍ରୁପ୍‌ର ଆର୍ଥିକ ବିଡ୍‌ କୁ କେନ୍ଦ୍ର ସରକାର ଅନୁମୋଦନ…

ଝାଡ଼ଖଣ୍ଡର ସପ୍ତମ ପତ୍ର ପରୀକ୍ଷାରେ ଓଡ଼ିଆ ଭାଷାକୁ ସାମିଲ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଦାବି

ଭୁବନେଶ୍ୱର: ଗତ ସେପ୍ଟେମ୍ବର ୨୦ ତାରିଖରେ ପ୍ରାଥମିକ ଶିକ୍ଷକ ପ୍ରଶିକ୍ଷଣ ପରୀକ୍ଷା ନିମିତ୍ତ ଝାଡ଼ଖଣ୍ଡ ଏକାଡେମୀ କାଉନ୍‌ସିଲ୍ ଦ୍ଵାରା ପ୍ରକାଶିତ ହୋଇଥିବା ବିଜ୍ଞାପନ ସଂଖ୍ୟା ୩୩ / ୨୦୨୧ରେ ସପ୍ତମ ପତ୍ର ପରୀକ୍ଷାରେ ସଂସ୍କୃତ , ଉହୁଁ , ବଙ୍ଗଳା , ସାନ୍ତାଳୀ , ହୋ , ମୁଣ୍ଡାରୀ , କୁଡ଼ମାଳୀ…