ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ: ଚମକିବ ଝାରସୁଗୁଡ଼ା ଜିଲ୍ଲାର ୧୮ ହାଇସ୍କୁଲ

୪ଟି ହାଇସ୍କୁଲର ନବୀକରଣ ଶେଷ, ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଲୋକାର୍ପଣ ଝାରସୁଗୁଡ଼ା : ବର୍ତ୍ତମାନ ସାରା ରାଜ୍ୟରେ ୫ଟି ଅଧୀନରେ ସରକାରୀ ହାଇସ୍କୁଲ ଗୁଡିକର ରୂପାନ୍ତରୀକରଣ କାମ ଜୋରସୋରରେ ଚାଲିଛି । ଏଥିରେ ସ୍କୁଲ ଗୁଡିକର ଭିତ୍ତିଭୂମି ବିକାଶକୁ ସର୍ବାଧିକ ଗୁରୁତ୍ୱ…

ସ୍ୱଚ୍ଛ ଭାରତ ମିଶନ ଏବଂ ଅମୃତ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛ ଭାରତ ମିଶନ ସହର ଏବଂ ଅମୃତ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଶୁଭାରମ୍ଭ କରିଛନ୍ତି। ଦିଲ୍ଲୀର ଆମ୍ବେଦକର ଆନ୍ତର୍ଜାତୀୟ କେନ୍ଦ୍ରରେ ଏହି ଯୋଜନାଗୁଡିକର ଦ୍ୱିତୀୟ ପର୍ଯ୍ୟାୟ ଲଞ୍ଚ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରତ୍ୟେକ ସହରକୁ…

ଉତ୍ତରାଖଣ୍ଡରେ ନୌସେନା ଦଳ ହିମସ୍ଖଳନର ଶିକାର, ୬ ନିଖୋଜ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ଏକ ନୌସେନା ଦଳ ହିମସ୍ଖଳନର ଶିକାର ହୋଇଛି। ଏହି ଘଟଣା ତ୍ରିଶୂଲ ପର୍ବତରେ ଘଟିଛି। ଏହି ନୌସେନା ଦଳ ପର୍ବତାରୋହଣ ପାଇଁ ଏଠାକୁ ଆସିଥିଲେ।ଏହି ଘଟଣାରେ ପାଞ୍ଚ ଜଣ ପର୍ବତାରୋହୀ ଏବଂ ଜଣେ ପୋର୍ଟର ନିଖୋଜ ଥିବା କୁହାଯାଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ତ୍ରିଶୁଳ…