ରାଜ୍ୟରେ ୬୦୨ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ସଂକ୍ରମିତଙ୍କ ମଧ୍ୟରେ ୯୬ ଶିଶୁ କିଶୋର

ଭୁବନେଶ୍ୱର – ରାଜ୍ୟରେ ପୁଣି ୬ ଶହ ଉପରେ ଦୈନିକ କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୦୨ ନୂଆ ଆକ୍ରାନ୍ତ । ସଂକ୍ରମିତଙ୍କ ମଧ୍ୟରେ ଅଛନ୍ତି ୯୬ ଜଣ ଶିଶୁ ଓ କିଶୋର । ସଙ୍ଗରୋଧରୁ ୩୫୩ ଓ ସ୍ଥାନୀୟ ଅଞ୍ଚଳରୁ ୨୪୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା…

କରୋନା ଅପଡେଟ୍: ଦେଶରେ ଆଉ ୨୩,୫୨୯ ନୂଆ ମାମଲା, ୩୧୧ ମୃତ

ନୂଆଦିଲ୍ଲୀ: ଦୁଇ ଦିନର ବ୍ୟବଧାନ ପରେ ଦେଶରେ ଦୈନିକ କରୋନା ସଂକ୍ରମଣ ପୁଣି ୨୦ ହଜାର ଟପିଛି । ଗତ ୨୪ ଘଣ୍ଟାରେ ଦେଶରେ ୨୩ ହଜାର ୫୨୯ ନୂଆ କରୋନା ମାମଲା ରୁଜୁ ହୋଇଛି। ଦିନକରେ ୩୧୧ ଜଣଙ୍କର ମୃତ୍ୟୁ ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ, ଦେଶରେ ଗତ ୨୪…

ଭିସୁଟ ରାଗିଂ ମାମଲାରେ କାର୍ଯ୍ୟାନୁଷ୍ଠାନ, ୧୨ ଛାତ୍ର ବହିଷ୍କୃତ

ବୁର୍ଲା- ଭିସୁଟ ରାଗିଂ ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଛି । ୧୨ ଜଣ ଛାତ୍ରଙ୍କୁ ବହିଷ୍କାର କରିଛନ୍ତି ବିଶ୍ୱବିଦ୍ୟାଳୟତ୍ତକର୍ତ୍ତୃପକ୍ଷ । ଦୁଇ ଜଣ ଛାତ୍ରଙ୍କୁ ଦୁଇ ବର୍ଷ ଓ ୧୦ ଜଣଙ୍କୁ ବର୍ଷକ ପାଇଁ ବହିଷ୍କାର କରାଯାଇଛି । ଗତ ୨୨ ତାରିଖରେ ପୁଲହ ହଷ୍ଟେଲରେ ଜଣେ ତୃତୀୟ ବର୍ଷର ବି-ଟେକ୍…

ପିପିଲିର ସମ୍ବେଦନଶୀଳ ବୁଥ୍‌ରେ କଡା ସୁରକ୍ଷା, ବିଭିନ୍ନ ପୋଲିଂ ବୁଥ୍ ବୁଲି ପୁରୀ ଏସପିଙ୍କ ସ୍ଥିତିର ସମୀକ୍ଷା

ପିପିଲି- ସକାଳ ୭ଟାରୁ ପିପିଲି ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିଲେ ମଧ୍ୟ କିଛି ବୁଥରେ ଇଭିଏମ ଅଚଳ ଯୋଗୁଁ ମତଦାନ ବିଳମ୍ବିତ ହୋଇଥିଲା । ୪ଟି ବୁଥରେ ଇଭିଏମ ଅଚଳ ହୋଇଯାଇଥିଲା । ଏ ନେଇ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏପରିକି କିଛି ଭୋଟର ଫେରିଯାଇଥିଲେ । ପରେ…

ଆଜି ମମତାଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ, ଭବାନୀପୁର ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ

କୋଲକାତା: ପଶ୍ଚିମବଙ୍ଗର ତିନୋଟି ବିଧାନସଭା ଭବାନୀପୁର, ସମସେରଗଞ୍ଜ ଏବଂ ଜାଙ୍ଗିପୁରର ଆସନରେ ଆଜି ଉପନିର୍ବାଚନ ଅନୁଷ୍ଠିତ ହେଉଛି । ସକାଳ ୭ ଟାରୁ ମତଦାନ ଆରମ୍ଭ ହୋଇଛି। ଭବାନୀପୁର ଆସନ ଉପରେ ସମସ୍ତଙ୍କ ନଜର ରହିଛି । କାରଣ ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ…

ମାଁ ସମଲେଶ୍ବରୀଙ୍କ ଷୋଡ଼ଶ ପୂଜା ଆରମ୍ଭ, ୬ରେ ଧବଳମୁଖୀ ବେଶ

ସମ୍ବଲପୁର : ସମ୍ବଲପୁରର ଆରାଧ୍ୟ ଦେବୀ ମାଁ ସମଲେଶ୍ବରୀଙ୍କ ମନ୍ଦିରରେ ମୂଳାଷ୍ଟମୀ ଅବସରରେ ବୁଧବାରରୁ ଷୋଡଶ ପୂଜା ଆରମ୍ଭ ହୋଇଯାଇଛି । ଏହି ଅବସରରେ ମାଁଙ୍କ ନିକଟରେ ଷୋଡଶ ଦ୍ବୀପ ପ୍ରଜ୍ଜଳନ ବି ଆରମ୍ଭ ହୋଇଛି । ସେପଟେ , ଆସନ୍ତା ୬ ତାରିଖ ଅମାବାସ୍ୟା ତଥା ପବିତ୍ର ମହାଳୟା ତିଥିରେ ମାଁଙ୍କ…