ଟେଷ୍ଟ କ୍ରିକେଟରୁ ମୋଇନ୍ ଅଲ୍ଲୀଙ୍କ ଅବସର

ଲଣ୍ଡନ: ଇଂଲଣ୍ଡ ଅଲରାଉଣ୍ଡର ମୋଇନ୍ ଅଲ୍ଲୀ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ମୋଇନ୍ ଇଂଲଣ୍ଡ ପାଇଁ ୬୪ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ମୋଇନ୍ ୨୦୧୪ରେ ନିଜ ଟେଷ୍ଟ୍ ଡେବ୍ୟୁ କରିଥିଲେ । ସେ ୬୪ଟି ଟେଷ୍ଟ ମ୍ୟାଚ୍ ଖେଳିଥିବା ବେଳେ୨୯୧୪ ରନ୍ ସଂଗ୍ରହ କରିଛନ୍ତି। ଏହି ଫର୍ମାଟରେ ସେ…

ଭାରତ ବନ୍ଦ‌ ବେଳେ ଦିଲ୍ଲୀ-ହରିୟାଣା ସୀମାରେ ଚାଷୀଙ୍କ ମୃତ୍ୟୁ, ପୋଲିସ କହିଲା ହୃଦଘାତରେ ହୋଇଛି ମୃତ୍ୟୁ

ନୂଆଦିଲ୍ଲୀ: ଦିଲ୍ଲୀ-ହରିୟାଣାର ସିଙ୍ଗୁ ସୀମାରେ ଭାରତ ବନ୍ଦ ଆନ୍ଦୋଳନ ବେଳେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ତେବେ ଦିଲ୍ଲୀ ପୋଲିସ କହିଛି ଯେ ହୃଦଘାତରେ ଚାଷୀଙ୍କ ମୃତ୍ୟୁ ଘଟିଛି। କେନ୍ଦ୍ର ସରକାର ଆଣିଥିବା ତିନୋଟି କୃଷି ଆଇନକୁ ବିରୋଧ କରି ସଂଯୁକ୍ତ କିସାନ୍ ମୋର୍ଚ୍ଚାଙ୍କ ନେତୃତ୍ୱରେ ଦେଶର…

୫ ଗୋଟି ୱାର୍ଡର ଉନ୍ନୟନ କଥା ବୁଝିଲେ, ବୁଝାଇଲେ

ବ୍ରହ୍ମପୁର: ଆଗକୁ ପୌର ନିର୍ବାଚନ। ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କଲେ ମତଦାତାଙ୍କ ନିକଟରେ ପହଞ୍ଚିବାକୁ ସହଜ ହେବ। ସେମାନଙ୍କୁ ବିଜେଡି ଶାସନ ଅମଳରେ ହୋଇଥିବା ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ବୁଝାଇବାକୁ ହେବ। ଯଦିଓ ରାଜ୍ୟବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶର ଧାରାକୁ ଭଲ ଭାବେ…

ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ଆଜି ଶେଷ ହେଉଛି ପ୍ରଚାର, ୩୦ରେ ଭୋଟ୍ ଗ୍ରହଣ

ପିପିଲି - ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ଆଜି ଶେଷ ହେଉଛି ପ୍ରଚାର । କୋରୋନା କଟକଣା ଯୋଗୁଁ ଭୋଟ୍ ଗ୍ରହଣର ୪୮ ଘଣ୍ଟା ପରିବର୍ତ୍ତେ ୭୨ ଘଣ୍ଟା ପୂର୍ବରୁ ପ୍ରଚାର ଶେଷ ହେବ । ଗତ ୨୦ ତାରିଖରୁ ତିନି ପ୍ରମୁଖ ଦଳର ନେତାମାନେ ଦଳୀୟ ପ୍ରାର୍ଥାୀଙ୍କ ସପକ୍ଷରେ ଜୋରଦାର ପ୍ରଚାର କରିଆସୁଛନ୍ତି…