କନ୍ଧମାଳର ମାଉଣ୍ଟେନ୍‌ମ୍ୟାନ୍- ବାଦେପାଙ୍ଗାର ଧନେଶ୍ଵର

ବିହାର ରାଜ୍ୟ ଗୟା ଜିଲ୍ଲା ଗେହଲାଉର ଗାଁର ଦାଶରଥୀ ମାଞ୍ଝି। ୭୩ ବର୍ଷ ବୟସରେ ୨୦୦୭ ମସିହାରେ ତାଙ୍କର ବିୟୋଗ ଘଟିଥିଲେ ହେଁ ସେହି ଚରିତ୍ର ଏବେ ବି ଭାରତୀୟ ଜନଜୀବନରେ ଅନେକ ସମୟରେ ଚର୍ଚ୍ଚାକୁ ଆସି ଥାଏ। କାରଣ ସେ ଏକାକୀ ନିଜ ପରିଶ୍ରମରେ ଯେଭଳି ପାହାଡ଼ ଖୋଳି ଖୋଳି ରାସ୍ତାଟିଏ ତିଆରି…