ଅକ୍ଟୋବରରେ ଷ୍ଟାରପ୍ଲସରେ ପ୍ରସାରଣ ହେବ ପାଇକ ବିଦ୍ରୋହ ଓ ବକ୍ସି ଜଗବନ୍ଧୁଙ୍କ ଉପରେ ଆଧାରିତ ଧାରାବାହିକ ‘ବିଦ୍ରୋହୀ’

ଭୁବନେଶ୍ୱର – ଇଂରେଜଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରି ପ୍ରାଣବଳି ଦେଇଥିବା ବକ୍ସି ଜଗବନ୍ଧୁଙ୍କ ଉପରେ ନିର୍ମିତ ଧାରାବାହିକ ଖୁବ୍ ଶୀଘ୍ର ଘରୋଇ ମନୋରଂଜନ ଚ୍ୟାନେଲ ଷ୍ଟାରପ୍ଲସ ଓ ଡିଜନୀ ହଷ୍ଟଷ୍ଟାରରେ ପ୍ରସାରଣ ହେବ । ଅକ୍ଟୋବର ମାସରୁ ପ୍ରସାରିତ ହେବ ଏହି ଧାରାବାହିକ । ଓଡିଶାର ପାଇକ…

ଭାରତର ଚେତାବନୀ ପରେ ‘କୋଭିଶିଲ୍ଡ’କୁ ମାନ୍ୟତା ଦେଲା ବ୍ରିଟେନ, କିନ୍ତୁ ସଙ୍ଗରୋଧ ନିୟମ କୋହଳ କଲାନି

ନୂଆଦିଲ୍ଲୀ: ଭାରତର ଚେତାବନୀ ପରେ ବ୍ରିଟେନ ନିଜ ବିବାଦୀୟ ଟିକା ନୀତିରେ ପରିବର୍ତ୍ତନ କରିଛି। ବ୍ରିଟେନ ଏବେ ଏହାର ସଂଶୋଧିତ ଯାତ୍ରା ନିୟମରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କରୋନା ଟିକା 'କୋଭିଶିଲ୍ଡ' କୁ ସ୍ବୀକୃତି ଦେଇଛି। ତଥାପି ବ୍ରିଟେନକୁ ଯାଉଥିବା ଭାରତୀୟମାନଙ୍କୁ ୧୦ ଦିନ…

ସ୍ୱାସ୍ଥ୍ୟରୁ ସୌନ୍ଦର୍ଯ୍ୟକରଣ : ବଲାଙ୍ଗୀର ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ବଡ ଭେଟି, ୮୦୦ କୋଟି ଟଙ୍କାର ପ୍ରକଳ୍ପର…

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ ଜିଲ୍ଲାରେ ସାଢେ ଚାରି ଲକ୍ଷ ପରିବାର ପାଇବେ ହେଲ୍‌ଥ କାର୍ଡ ଉତ୍ତମ ଚିକିତ୍ସା ସୁବିଧାରୁ କେହି ବଞ୍ଚିତ ନ ହେଉ, ଏହା ଆମର ଲକ୍ଷ୍ୟ - ମୁଖ୍ୟମନ୍ତ୍ରୀ ପ୍ରସିଦ୍ଧ ହରିଶଙ୍କର ପୀଠର ବିକାଶ ପାଇଁ…