ଶ୍ରୀକ୍ଷେତ୍ର ଐତିହ୍ୟ: ଶ୍ରୀମନ୍ଦିର ଜଗମୋହନରେ କାହିଁକି ବନ୍ଦ ହେଲା ପୁରାଣ ଚର୍ଚ୍ଚା

ମହାପ୍ରଭୁଙ୍କ ଅନନ୍ୟ ଭକ୍ତ ଥିଲେ ମଣିଦାସ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଶେଷ ଲୀଳାମୃତ ମଧ୍ୟରୁ ଭକ୍ତ ମଣିଦାସ କଥାଟି ପ୍ରଭୁଙ୍କ ଭକ୍ତ ବତ୍ସଳ ତାର ଏକ ନିଛକ ଉଦାହରଣ। "ଶରଣ ରକ୍ଷକ ଯା ବାନା, ନ ସହେ ସେକା ବେଦନା।" ସେତ ଭକ୍ତବତ୍ସଳ ମହାପ୍ରଭୁ ଜଗନ୍ନାଥ ନିଜ ଭକ୍ତଙ୍କ ନିମନ୍ତେ କ'ଣ…

ଗୀତା ମହାତ୍ମ୍ୟ: କ୍ଳିବଂମା ସ୍ମ ଗମଃ ପାର୍ଥ ନୈତତ୍ତ୍ୱ ଜୟୁଉପ ପଦ୍ୟତେ। କ୍ଷୁଦ୍ର ହୃଦୟ ଦୌର୍ବଲ୍ୟମ ତ୍ୟକ୍ତତ୍ତିଷ୍ଟ…

ଗୀତା ମହାତ୍ମ୍ୟ: କ୍ଳିବଂମା ସ୍ମ ଗମଃ ପାର୍ଥ ନୈତତ୍ତ୍ୱ ଜୟୁଉପ ପଦ୍ୟତେ। କ୍ଷୁଦ୍ର ହୃଦୟ ଦୌର୍ବଲ୍ୟମ ତ୍ୟକ୍ତତ୍ତିଷ୍ଟ ପରନ୍ତପ।। ଭଗବାନ କହିଲେ : ହେ ଅର୍ଜୁନ ! ନମ୍ପୁସକତା ପ୍ରାପ୍ତ ହୁଅନାହିଁ। ତୁମ ପକ୍ଷରେ ଏହା ଉଚିତ ନୁହେଁ। ହେ ଶତ୍ରୁତାପନ! ତୁମେ ତୁମ ହୃଦୟ ର ତୁଚ୍ଛ ଦୁର୍ବଳ ତା କୁ…

ଓମାନରୁ ଫେରିଲା ଓଡ଼ିଆ ଶ୍ରମିକଙ୍କ ପାର୍ଥିବ ଶରୀର, ଓଡ଼ିଶା – ମୋ ପରିବାର ସହାୟତାରେ ଶେଷକୃତ୍ୟ ପାଇଁ…

ଭୁବନେଶ୍ୱର: ଓମାନରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ପାର୍ଥିବ ଶରୀରକୁ ଓଡ଼ିଶା - ମୋ ପରିବାରର ସହାୟତାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ବିମାନ ବନ୍ଦରରୁ ନିଜ ଗ୍ରାମକୁ ପଠାଇଦିଆଯାଇଛି । ସୂଚନାଯୋଗ୍ୟ , ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅନ୍ତର୍ଗତ କମଳାପଦର ଗ୍ରାମର…

କରୋନା ମୃତକଙ୍କ ପରିବାରକୁ ମିଳିବ ୫୦,୦୦୦ ଟଙ୍କା ଲେଖାଏଁ କ୍ଷତିପୂରଣ, ସୁପ୍ରିମକୋର୍ଟଙ୍କୁ ଜଣାଇଲା କେନ୍ଦ୍ର

ନୂଆଦିଲ୍ଲୀ: କରୋନା ଦ୍ୱାରା ହୋଇଥିବା ମୃତ୍ୟୁ ପାଇଁ କ୍ଷତିପୂରଣ ସ୍ଥିର କରିଛନ୍ତି କେନ୍ଦ୍ର ସରକାର। ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମ୍ଏ) ଏ ବିଷୟରେ ସୁପ୍ରିମକୋର୍ଟଙ୍କୁ ସୂଚନା ଦେଇଛି। ପ୍ରତ୍ୟେକ ମୃତ୍ୟୁ ପାଇଁ ପରିବାରକୁ ୫୦,୦୦୦ ଟଙ୍କା କ୍ଷତିପୂରଣ ମିଳିବ | ଏହି ଅର୍ଥ…

ଡଙ୍ଗରିଆ କନ୍ଧ ଜନଜାତିଙ୍କ କପଡାଗଣ୍ଡା ସାଲ୍‌କୁ ଜିଆଇ ଟ୍ୟାଗ୍ ପାଇଁ ଉଦ୍ୟମ ଆରମ୍ଭ

ରାୟଗଡା – ରାୟଗଡା ଜିଲ୍ଲା ନିୟମଗିରିର ଡଙ୍ଗରିଆ କନ୍ଧ ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ କପଡାଗଣ୍ଡା ସାଲ୍‌କୁ ମିଳିବ ଜିଆଇ ଟ୍ୟାଗ୍ । ଏଥିପାଇଁ ନିୟମଗିରି ଡଙ୍ଗରିଆ କନ୍ଧ ୱିଭର୍ସ ଆସୋସିଏସନ ଓ ଏସସିଇଆରଟି ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଡଙ୍ଗରିଆ କନ୍ଧ ମହିଳାମାନେ ନିଜ ହାତରେ ଏହି ସାଲ୍…

ଭିଜିଲାନ୍ସ ଜାଲରେ ଥାନା ବାବୁ !

ଖୋର୍ଦ୍ଧା – ଭିଜିଲାନ୍ସ ଜାଲରେ ପଡିଛନ୍ତି ମୋଟୁ ଥାନା ଆଇଆଇସି ସୁଶାନ୍ତ ସାହୁ । କଟକ ଫୁଲନଖରା ଆସୁଥିବା ବେଳେ ଖୋର୍ଦ୍ଧାରେ ୨ ଲକ୍ଷ ୮୦ ହଜାର ଟଙ୍କା ସହ ସୁଶାନ୍ତ ସାହଙ୍କୁୁ ଧରିଥିଲା ଭିଜିଲାନ୍ସ । ଗାଡିରେ ଏତେ ଟଙ୍କା କୁଆଡୁ ଆସିଲା, ସେ ନେଇ ଆଇଆଇସି ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ…