୧୯ ଘଣ୍ଟା ପରେ ମିଳିଲା ଛାତ୍ର ଜ୍ୟୋତିପ୍ରକାଶଙ୍କ ମୃତଦେହ

ଭୁବନେଶ୍ୱର – ଭୁବନେଶ୍ୱରରେ ଖୋଲା ନାଳରେ ଭାସିଯାଇଥିବା ନିଖୋଜ ଛାତ୍ର ଜ୍ୟୋତିପ୍ରକାଶଙ୍କ ମୃତଦେହର ସନ୍ଧାନ ମିିଳିଛି । ପଞ୍ଚସଖା ନଗରର ମୁଖ୍ୟ ଡ୍ରେନ ନିକଟସ୍ଥ ବୁଦା ଭିତରୁ ମୃତଦେହ ମିଳିଛି । ଦୀର୍ଘ ୧୯ ଘଣ୍ଟାରୁ ଅଧିକ ସମୟ ପରେ ମିଳିଛି ଜ୍ୟୋତିପ୍ରକାଶଙ୍କ ମୃତଦେହ । ୩୪ ଜଣ ଅଗ୍ନିଶମ…

୧୮ ବର୍ଷରୁ କମ୍ ଏସିଆ ମହିଳା ରଗବୀ- ୭ରେ ରୌପ୍ୟ ବିଜୟୀ ଭାରତୀୟ ଦଳକୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର – ୧୮ ବର୍ଷରୁ କମ୍ ଏସିଆ ମହିଳା ରଗବୀ ୭ ଚାମ୍ପିଅନସିପରେ ରୌପ୍ୟ ପଦକ ହାସଲ କରିଥିବା ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ଭବିଷ୍ୟତରେ ସଫଳତା ପାଇଁ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସୂଚନାଯୋଗ୍ୟ ଯେ,…

ରାଜ୍ୟରେ ପୁଣି ୬ ଶହରୁ ତଳେ ଦୈନିକ କୋରୋନା ସଂକ୍ରମଣ, ୫୧୦ ନୂଆ ଆକ୍ରାନ୍ତ, ସଂକ୍ରମିତ ଶିଶୁ-କିଶୋରଙ୍କ ସଂଖ୍ୟା ୭୯

ଭୁବନେଶ୍ୱର – କିଛି ଦିନ ପରେ ରାଜ୍ୟରେ ପୁଣି ଥରେ ୬ ଶହ ତଳକୁ ଖସିଛି ଦୈନିକ କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୫୧୦ ନୂଆ କୋରୋନା ଆକ୍ରାନ୍ତ । ଏମାନଙ୍କ ମଧ୍ୟରେ ଶିଶୁ-କିଶୋରଙ୍କ ସଂଖ୍ୟା ହେଉଛି ୭୯ । ସଙ୍ଗରୋଧରୁ ୨୯୭ ଓ ସ୍ଥାନୀୟ ଅଂଚଳରୁ ୨୧୩ ଆକ୍ରାନ୍ତ ଚିହ୍ନଟ…

ସୌମ୍ୟ ମୃତ୍ୟୁ ମାମଲାରେ ଆଜି ବିଦ୍ୟାଭାରତୀଙ୍କ ଲାଏ ଡିଟେକସନ୍ ଟେଷ୍ଟ

ଭୁବନେଶ୍ୱର – ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଆଜି ବିଦ୍ୟାଭାରତୀଙ୍କର ଲାଏ ଡିଟେକସନ ଟେଷ୍ଟ କରାଯିବ ବୋଲି ସୂଚନା ମିଳିଛି । ପୂର୍ବପି ଦୁଇ ଜଣଙ୍କର ଲାଏ ଡିଟେକସନ ଟେଷ୍ଟ ହୋଇସାରିଛି । ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରା, ରୋଷେୟା ମନ୍ମଥ କୁମ୍ଭଙ୍କର ଲାଏ ଡିଟେକସନ୍…