ମହାପ୍ରସାଦର ପାଚିକା ମହାଲକ୍ଷ୍ମୀ

ଶ୍ରୀଜଗନ୍ନାଥ ମନ୍ଦିର ଓ ଶ୍ରୀଲିଙ୍ଗରାଜ ମନ୍ଦିର ଭଳି ମହାପ୍ରଭୁ ଶ୍ରୀ ସାକ୍ଷୀଗୋପାଳଙ୍କ ମନ୍ଦିରରେ ଅନ୍ନ ଅବଢ଼ା ମିଳେ ନାହିଁ । ଏହା ପରମ୍ପରା ଭାବେ ବହୁ କାଳରୁ ଚଳି ଆସୁଛି । ଏକବାର କିନ୍ତୁ ଏଥି ପାଇଁ ଚେଷ୍ଟା କରାଯାଇଥିଲା ଯାହା ଏକ ଅପ୍ରତ୍ୟାଶିତ ଘଟଣା କ୍ରମରେ ପୁଣି ବନ୍ଦ ରହିଥିଲା ।…

ଶ୍ରୀରାଧାକୁଣ୍ଡ ସମସ୍ତ ତୀର୍ଥଙ୍କ ସଂଗମସ୍ଥଳ

ଶ୍ରୀରାଧକୁଣ୍ଡ : ଭଗବାନ ଶ୍ରୀକୃଷ୍ଣ ବୃଷଭାକାର ଅରିଷ୍ଟସୁର କୁ ବଦ୍ଧ କରି ଗୋ ହତ୍ୟା ଦୋଷରୁ ମୁକ୍ତି ପାଇଁ ସମସ୍ତ ତୀର୍ଥବୃନ୍ଦ ଙ୍କୁ ଏକତ୍ରିତ କରି ଏକ କୁଣ୍ଡ ସୃଷ୍ଟି କଲେ ଯାହା ଶ୍ୟାମକୁଣ୍ଡ ଭାବରେ ପ୍ରସିଦ୍ଧି ଲାଭ କଲା। ଶ୍ୟାମକୁଣ୍ଡ ପ୍ରତିଷ୍ଠା ପରେ ଶ୍ରୀକୃଷ୍ଣ ନିଜ ମୁଖରେ…

ଗୀତା ମହାତ୍ମ୍ୟ: ଆହୋବତ ମହତପାପମ କର୍ତୁମ ଅବସ୍ଥିତ ବୟମ। ଯଦରାଜ୍ୟସୁଖଲୋଭେନ ହନ୍ତୁ ସ୍ୱଜନମୁଦ୍ୟତଃ।।

ଗୀତା ମହାତ୍ମ୍ୟ: ଆହୋବତ ମହତପାପମ କର୍ତୁମ ଅବସ୍ଥିତ ବୟମ। ଯଦରାଜ୍ୟସୁଖଲୋଭେନ ହନ୍ତୁ ସ୍ୱଜନମୁଦ୍ୟତଃ।। ଅର୍ଜୁନ କହିଲେ :  ହାୟ !କି ଦୁଃଖର କଥା ! ଆମ୍ଭେମାନେ ବୁଦ୍ଧିମାନ ହୋଇ ମଧ୍ୟ ମହାପାପ କରିବାକୁ ପ୍ରସ୍ତୁତ ହୋଇ ଯାଇଛୁ। ରାଜ୍ୟ ଓ ସୁଖପ୍ରାପ୍ତି ଲୋଭରେ ଆମେ ନିଜର ଆତ୍ମୀୟ ସ୍ୱଜନ…

ଜିଏସ୍‌ଟି ଅଧୀନକୁ ଆସିବନି ପେଟ୍ରୋଲ-ଡିଜେଲ, ଡିସେମ୍ବର ୩୧ ଯାଏଁ କରୋନା ଔଷଧ ଟିକସମୁକ୍ତ

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଏବେ ଜିଏସ୍‌ଟି ଅଧୀନକୁ ଆସିବ ନାହିଁ । ଆଜି ଲକ୍ଷ୍ନୌରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଏସ୍‌ଟି କାଉନସିଲର ୪୫ତମ ବୈଠକରେ ପେଟ୍ରୋଲିୟମ ଜାତ ଉତ୍ପାଦକୁ ଜିଏସ୍‌ଟି ପରିସରକୁ ଆଣିବା ପାଇଁ ଆଲୋଚନା ହୋଇଥିଲା । ତେବେ…

ଓଡ଼ିଶା ଫରେଷ୍ଟ ସର୍ଭିସ ପରୀକ୍ଷା ଫଳ ପ୍ରକାଶ, ୬୭ ଜଣ ପାସ୍

ଭୁବନେଶ୍ୱର-ଓଡିଶା ଫରେଷ୍ଟ ସର୍ଭିସ୍ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ୬୭ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଓଡ଼ିଶା ଲୋକସେବା ଆୟୋଗ ସେମାନଙ୍କ ନିଯୁକ୍ତି ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କରିଛନ୍ତି । ପରୀକ୍ଷାରେ କୋରାପୁଟ ର ଆୟୁଷୀ ପତି ଟପ୍ପର ହୋଇଛନ୍ତି । ଓୟୁଏଟିରେ ଏମଏସସି ଡିଗ୍ରୀ…

ଭାରତରେ ରେକର୍ଡ ଟିକାକରଣ, ଦିନକରେ ଦେଶବ୍ୟାପୀ ଦିଆଗଲା ୨ କୋଟିରୁ ଊର୍ଦ୍ଧ୍ୱ ଡୋଜ୍

‌ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୧ତମ ଜନ୍ମଦିନ ଅବସରରେ ଭାରତରେ ରେକର୍ଡ ଟିକାକରଣ ହୋଇଛି । ଶୁକ୍ରବାର ସମଗ୍ର ଦେଶରେ ଦୁଇ କୋଟିରୁ ଊର୍ଦ୍ଧ୍ୱ ଡୋଜ୍ ଟିକା ଦିଆଯାଇଛି । କେନ୍ଦ୍ର ସରକାରଙ୍କ କୋ-ୱିନ୍ ପୋର୍ଟାଲ ତଥ୍ୟ ଅନୁଯାୟୀ ଆଜି ସନ୍ଧ୍ୟା ୫ଟା ସୁଦ୍ଧା ସାରା ଦେଶରେ…