କଳାହାଣ୍ଡି ଜିଲ୍ଲାରେ ନୂଆଁଖାଇ ଭେଟଘାଟ ଉପରେ ପ୍ରଶାସନର କଟକଣା

ଭବାନୀପାଟଣା – କଳାହାଣ୍ଡି ଜିଲ୍ଲାରେ ନୂଆଁଖାଇ ଭେଟଘାଟ ଉପରେ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ । ନୂଆଁଖାଇ ପାଇଁ ପ୍ରଶାସନ ପକ୍ଷରୁ ଜାରି ହୋଇଛି ଗାଇଡଲାଇନ୍ । ଭେଟଘାଟ ମନା ସହ ନୂଆଁଖାଇରେ ସାମୂହିକ ଭୋଜିଭାତରେ ଗହଳି ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ଶନିବାର ଦିନ କଳାହାଣ୍ଡିରେ…

ବିଧାନସଭାର ମୌସୁମୀ ଅଧିବେଶନ ଶେଷ, ମୋଟ୧୩ଟି ବିଲ୍ ପାସ୍‌, ସଂରକ୍ଷଣ ସୀମା ବୃଦ୍ଧି ପାଇଁ ସଂକଳ୍ପ ପାରିତ

ଭୁବନେଶ୍ୱର – ଶେଷ ହୋଇଛି ବିଧାନସଭାର ସ୍ୱଳ୍ପକାଳୀନ ମୌସୁମୀ ଅଧିବେଶନ । ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଛି । ଚଳିତମାସ ପହିଲାରୁ ଆରମ୍ଭ ହୋଇଥିଲା ଅଧିବେଶନ । ଏଥର ମୋଟ ୮ଟି କାର୍ଯ୍ୟଦିବସ ରହିଥିଲା । ଅଧିବେଶନ କାଳରେ ତିନିଟି ମୁଲତବୀ ପ୍ରସ୍ତାବ ଆସିଥିଲା । ଏହି…

କ୍ଷୁଦ୍ର ଶିଳ୍ପୀ ସତ୍ୟ ଓ ହରଗୋବିନ୍ଦଙ୍କ ନିଆରା ବିନାୟକ ମୂର୍ତ୍ତି

ବ୍ରହ୍ମପୁର: ଗଣେଶ ପୂଜା ଅବସରରେ ବ୍ରହ୍ମପୁରର ଯୁବ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ପ୍ରସ୍ତୁତ କରିଛନ୍ତି ନିଆରା କଳାକୃତି। ସେ ତିଆରି କରିଛନ୍ତି ୧୧ ପ୍ରକାର ଖାଦ୍ୟ ଶସ୍ୟରେ ମହାପ୍ରଭୁ ଗଜାନନଙ୍କ ପ୍ରତିମା। କାନ୍ଦୁଲ ଜାଇ, ମୁଗ ଜାଇ, ବିରି ଜାଇ, ମସୁରି ଜାଇ, ସାବି ଚାଉଳ, ସୋରିଷ,…