ଅପରାହ୍ନ ୫ଟାରେ କୋଭିଡ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର-ଦେଶରେ କୋରୋନାର ତୃତୀୟ ଲହର ଆସିଯାଇଛି । ଗତକିଛି ଦିନ ମଧ୍ୟରେ ବୃଦ୍ଧି ପାଉଥିବା ସଂକ୍ରମିତଙ୍କ ସଂଖ୍ୟାରୁ ଏହା ସ୍ପଷ୍ଟ ହୋଇଛି । ଆମ ରାଜ୍ୟରେ ମଧ୍ୟ ଗତ ୪-୫ ଦିନ ଧରି ଦୈନିକ କୋରୋନା ସଂକ୍ରମଣ ଉପରମୁହାଁ ହୋଇଛି । ଗତ ୨୪ ଘଂଟାରେ ରାଜ୍ୟରେ ୬୮୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।…

ଏକାଧିକ କୋରୋନା ମାମଲା ଯୋଗୁଁ ରାଜଧାନୀ ଡିିସିପି ଅଫିସ ବନ୍ଦ

ଭୁବନେଶ୍ୱର – ରାଜଧାନୀ ଡିସିପି ଅଫିସରେ ପଶିଲୀ କୋରୋନା । ବାଣୀବିହାର ସ୍ଥିତ ଡିସିପି ଅଫିସରେ କୋରୋନାର ଏକାଧିକ ମାମଲା ଚିହ୍ନଟ ହେଲା ପରେ ଅଫିସକୁ ବନ୍ଦ କରିଦିଆଯାଇଛି । ଏ ନେଇ ବିଏମସି ଦକ୍ଷିଣ-ପୂର୍ବ ଜୋନାଲ ଡେପୁଟି କମିଶନର ସୂଚନା ଦେଇଛନ୍ତି । ରାଜ୍ୟରେ କୋରୋନାର ଗ୍ରାଫ ଗତ କିଛି ଦିନ…

ଚିଲିକାରେ ପକ୍ଷୀ ଗଣନା ଆରମ୍ଭ

ଖୋର୍ଦ୍ଧା - ଆଜିଠାରୁ ଚିଲିକାରେ ପକ୍ଷୀ ଗଣନା ଆରମ୍ଭ ହୋଇଛି । ସକାଳ ୬ଟାରୁ ଦିନ ୧୨ଟା ଯାଏଁ ପକ୍ଷୀ ଗଣନା କରାଯିବ । ଗଣନା କାର୍ଯ୍ୟରେ ୨୧ଟି ଟିମ୍ ନିୟୋଜିତ ଅଛନ୍ତି । ସାତପଡା, ରମ୍ଭା, ବାଲୁଗାଁ, ଟାଙ୍ଗୀ, ମଙ୍ଗଳାଯୋଡି,ନଳବଣ ଓ ନୂଆପଡାରେ ଗଣନା ଆରମ୍ଭ ହୋଇଛି । ବନ୍ୟପ୍ରାଣୀ କର୍ମଚାରୀ,…

ପ୍ରଧାନମନ୍ତ୍ରୀଙ୍କୁ କଳା ପତାକା ଦେଖାଇଥିବା ମହିଳାଙ୍କୁ ଗୁଳିମାଡ଼

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ସୁଲତାନପୁରରେ ପ୍ରଧାନମନ୍ତ୍ରୀଙ୍କୁ କଳା ପତାକା ଦେଖାଇଥିବା ଜଣେ ମହିଳା ରୀତା ଯାଦବଙ୍କୁ ସୋମବାର କିଛି ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଆହତ ହୋଇଛନ୍ତି। ଗୁଳିଟି ତାଙ୍କ ଗୋଡ଼ରେ ବାଜିଥିଲା । ତାଙ୍କୁ ଆହତ ଅବସ୍ଥାରେ ପ୍ରଥମେ ଲାମ୍ବୁଆ ପ୍ରାଥମିକ ସ୍ବାସ୍ଥ୍ୟ…

କୋରୋନାର ତୃତୀୟ ଲହର : ରାଜ୍ୟରେ ୬୮୦ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ୨୬୩

ଭୁବନେଶ୍ୱର –ତୃତୀୟ ଲହର ଆସିଥିବା ନେଇ ଚର୍ଚ୍ଚା ମଧ୍ୟରେ ରାଜ୍ୟରେ କୋରୋନା ଗ୍ରାଫ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୬୮୦ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୩୯୭ ଓ ସ୍ଥାନୀୟ ଅଂଚଳରୁ ୨୮୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୧୯ ଜଣ ଶିଶୁ କିଶୋର ଅଛନ୍ତି…

ଆସିଗଲା ତୃତୀୟ ଲହର, ଦିନକରେ ଆଉ ୩୭,୩୭୯ ଆକ୍ରାନ୍ତ ଚିହ୍ନଟ, ଓମିକ୍ରନ୍ ମାମଲା ୧୮୯୨

ନୂଆଦିଲ୍ଲୀ: ଦେଶରେ ପୁଣି କରୋନାର ପ୍ରକୋପ ବଢୁଛି | ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବା ବେଳେ ଦେଶରେ ତୃତୀୟ ଲହର ଆସିଯାଇଥିବା ସ୍ପଷ୍ଟ ହୋଇଛି। ଗତ ୨୪ ଘଣ୍ଟାରେ ଆଉ ୩୭,୩୭୯ କରୋନା ମାମଲା ରିପୋର୍ଟ ହୋଇଛି, ଯାହା ଗତକାଲି ତୁଳନାରେ ୧୦ ପ୍ରତିଶତ ଅଧିକ । ଦିନକରେ କରୋନା ଯୋଗୁଁ ୧୨୪ ଜଣ…