‘ମାଇ ଲର୍ଡ’ କି ‘ଇୟୋର ଅନର୍‌’ ନୁହେଁ, ହାଇକୋର୍ଟ ବିଚାରପତିଙ୍କୁ ଏଣିକି ‘ସାର୍‌’ ସମ୍ବୋଧନ କରାଯିବ

କଟକ- ଏଣିକି ହାଇକୋର୍ଟରେ ବିଚାରପତିମାନଙ୍କୁ ‘ମାଇ ଲର୍ଡ,’ ‘ଇୟୋର ଅନର୍‌’ ଓ ‘ଇୟୋର ଲର୍ଡସିପ୍’ ସମ୍ବୋଧନ କରାଯିବ ନାହିଁ । ଏଥିପାଇଁ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ପକ୍ଷରୁ ପରାମର୍ଶ ଦିଆଯାଇ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଚାରପତିଙ୍କୁ ‘ମାଇ ଲର୍ଡ’ ପରିବର୍ତ୍ତେ ‘ସାର୍‌’ ସମ୍ବୋଧନ…

କନିଷ୍ଠ ଓ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକଙ୍କ ଦରମା ୫୦ ପ୍ରତିଶତ ବୃଦ୍ଧି

ଭୁବନେଶ୍ୱର – କନିଷ୍ଠ ଶିକ୍ଷକଙ୍କ ଦରମା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । କନିଷ୍ଠ ଶିକ୍ଷକଙ୍କ ଦରମା ୫୦ ପ୍ରତିଶତ ବୃଦ୍ଧି ପାଇଛି । ସେମାନେ ୯ ହଜାର ୨୦୦ ଟଙ୍କା ପାଉଥିବା ବେଳେ ଏବେ ପାଇବେ ୧୩ ହଜାର ୮୦୦ ଟଙ୍କା । ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକଙ୍କ ଦରମା ୭ ହଜାର ୪୦୦ରୁ ୧୧ ହଜାର…

ଗୋଷ୍ଠୀରେ ରହିଛି ଭାଇରସ, ଓମିକ୍ରନର ସଂକ୍ରମଣ କ୍ଷମତା ତୀବ୍ର ଥିବାରୁ ରାଜ୍ୟ ପାଇଁ ଚିନ୍ତାଜନକ : ସ୍ୱାସ୍ଥ୍ୟ…

ଭୁବନେଶ୍ୱର- ରାଜ୍ୟରେ ସଂକ୍ରମଣ ବୃଦ୍ଧି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ଏବେ ଗୋଷ୍ଠୀରେ ଭାଇରସ ଅଛି । କିନ୍ତୁ ଓମିକ୍ରନର ସଂକ୍ରମଣ କ୍ଷମତା ଅଧିକ ରହିବା ଉଦବେଗଜନକ ହେଲେ ମଧ୍ୟ ରୋଗୀମାନେ ଗୁରୁତର ହେଉନାହାନ୍ତି ବୋଲି ବିଜୟ ମହାପାତ୍ର କହିଛନ୍ତି । ହେଲେ…