ଲକ୍ଷ୍ମୀପୁର ହିଂସା ମାମଲାରେ ଚାର୍ଜସିଟ୍ ଦାଖଲ କଲା ଏସ୍ଆଇଟି, କେନ୍ଦ୍ରମନ୍ତ୍ରୀଙ୍କ ପୁଅ ମୁଖ୍ୟ ଅଭିଯୁକ୍ତ

ନୂଆଦିଲ୍ଲୀ: ଲକ୍ଷ୍ମୀପୁର ଖେରୀ ହିଂସା ମାମଲାରେ ଏସଆଇଟି ଚାର୍ଜସିଟ ଦାଖଲ କରିଛି। ଏହି ୫୦୦୦ ପୃଷ୍ଠା ସମ୍ବଳିତ ଚାର୍ଜସିଟରେ କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ସିଆଇଟି ଏହି ଚାର୍ଜସିଟ୍ ସିଜେଏମ୍ କୋର୍ଟରେ ଦାଖଲ କରିଛି। ଆଶିଷ…

‘ମାଇ ଲର୍ଡ’ କି ‘ଇୟୋର ଅନର୍‌’ ନୁହେଁ, ହାଇକୋର୍ଟ ବିଚାରପତିଙ୍କୁ ଏଣିକି ‘ସାର୍‌’ ସମ୍ବୋଧନ କରାଯିବ

କଟକ- ଏଣିକି ହାଇକୋର୍ଟରେ ବିଚାରପତିମାନଙ୍କୁ ‘ମାଇ ଲର୍ଡ,’ ‘ଇୟୋର ଅନର୍‌’ ଓ ‘ଇୟୋର ଲର୍ଡସିପ୍’ ସମ୍ବୋଧନ କରାଯିବ ନାହିଁ । ଏଥିପାଇଁ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ପକ୍ଷରୁ ପରାମର୍ଶ ଦିଆଯାଇ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଚାରପତିଙ୍କୁ ‘ମାଇ ଲର୍ଡ’ ପରିବର୍ତ୍ତେ ‘ସାର୍‌’ ସମ୍ବୋଧନ…

କନିଷ୍ଠ ଓ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକଙ୍କ ଦରମା ୫୦ ପ୍ରତିଶତ ବୃଦ୍ଧି

ଭୁବନେଶ୍ୱର – କନିଷ୍ଠ ଶିକ୍ଷକଙ୍କ ଦରମା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । କନିଷ୍ଠ ଶିକ୍ଷକଙ୍କ ଦରମା ୫୦ ପ୍ରତିଶତ ବୃଦ୍ଧି ପାଇଛି । ସେମାନେ ୯ ହଜାର ୨୦୦ ଟଙ୍କା ପାଉଥିବା ବେଳେ ଏବେ ପାଇବେ ୧୩ ହଜାର ୮୦୦ ଟଙ୍କା । ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକଙ୍କ ଦରମା ୭ ହଜାର ୪୦୦ରୁ ୧୧ ହଜାର…