ଛତ୍ରପୁର ପ୍ରେସ କ୍ଲବର ନୂତନ କର୍ମକର୍ତ୍ତା ଘୋଷଣା, ପ୍ରଶାନ୍ତ ସଭାପତି ଏବଂ ସାଧାରଣ ସମ୍ପାଦକ ହେଲେ ସନ୍ତୋଷ

ଛତ୍ରପୁର: ଛତ୍ରପୁର ସ୍ଥିତ ସ୍ଥାନୀୟ ପିଲିବନ୍ଧ ନିକଟସ୍ଥ ଅସ୍ଥାୟୀ ପ୍ରେସ କ୍ଲବ କାର୍ଯ୍ୟାଳୟରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବରିଷ୍ଠ ସାମ୍ବାଦିକ ରବିନ୍ଦ୍ର କୁମାର ପଣ୍ଡା ସଭାପତିତ୍ବ କରିଥିଲାବେଳେ ବେଳେ ଆଗାମୀ ଦିନରେ ପ୍ରେସ କ୍ଲବ ନୂତନ କୋଠା ନିର୍ମାଣ ଏବଂ ଅନ୍ୟାନ୍ୟ…

ଉତ୍ତରପ୍ରଦେଶ ସରକାରଙ୍କ ବିଜ୍ଞାପନରେ କୋଲକାତାର ଫ୍ଲାଏଓଭର ଫଟୋ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପହସିତ

ନୂଆଦିଲ୍ଲୀ: ଇଂରାଜୀ ଖବରକାଗଜ ଇଣ୍ଡିଆନ ଏକ୍ସପ୍ରେସରେ ଉତ୍ତରପ୍ରଦେଶ ସରକାରଙ୍କ ପ୍ରକାଶିତ ଏକ ବିଜ୍ଞାପନକୁ ନେଇ ବିବାଦ ସୃଷ୍ଟି ହୋଇଛି । ଏହି ବିଜ୍ଞାପନରେ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ନିଜର ବିକାଶମୂଳକ କାର୍ଯ୍ୟ ଦେଖାଇବାକୁ ଯାଇ ପଶ୍ଚିମବଙ୍ଗ ରାଜଧାନୀ କୋଲକାତାର…

ଭୂପେନ୍ଦ୍ର ପଟେଲ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ

ଅହମ୍ମଦାବାଦ: ବିଜୟ ରୂପାନୀଙ୍କ ଇସ୍ତଫାର ୨୪ ଘଣ୍ଟା ମଧ୍ୟରେ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯାଇଛି। ଭୂପେନ୍ଦ୍ର ରଜନୀକାନ୍ତ ପଟେଲଙ୍କୁ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି। ଏହି ନିଷ୍ପତ୍ତି ଅପ୍ରତ୍ୟାଶିତ ବୋଲି କୁହାଯାଉଛି କାରଣ ମୁଖ୍ୟମନ୍ତ୍ରୀ…

ବିଏମସିର ଟିକାକରଣ ମାଇଲଖୁଣ୍ଟ, ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ସଂପୂର୍ଣ୍ଣ ଟିକାକରଣ

ଭୁବନେଶ୍ୱର – କୋଭିଡ ଟିକାକରଣରେ ଭୁବନେଶ୍ୱର ମହାନଗର ନିଗମ-ବିଏମସି ଆଉ ଏକ ମାଇଲଖୁଂଟ ଅତିକ୍ରମ କରିଛି । ଭୁବନେଶ୍ୱରରେ ୧୦ ଲକ୍ଷରୁ ଅଧିକ ଯୋଗ୍ୟ ଲୋକଙ୍କୁ ସଫଳତାର ସହ କୋଭିଡର ଦୁଇ ଡୋଜ୍ ଟିକା ଦିଆଯାଇଛି । କୋଭିଡ ମହାମାରୀ ବିରୋଧରେ ଲଢେଇରେ ସହଯୋଗ କରିଥିବାରୁ ଭୁବନେଶ୍ୱରବାସୀଙ୍କୁ…