ସବୁ ଫର୍ମାଟରୁ ୟର୍କର କିଙ୍ଗ୍ ମାଲିଙ୍ଗାଙ୍କ ଅବସର

ନୂଆଦିଲ୍ଲୀ: ନିଜ ଘାତକ ୟର୍କର ପାଇଁ ପରିଚିତ ଶ୍ରୀଲଙ୍କାର ଭେଟେରାନ ଦ୍ରୁତ ବୋଲର ଲସିଥ ମାଲିଙ୍ଗା କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ସେ ତାଙ୍କର ନୂଆ ୟୁଟ୍ୟୁବ୍ ଚ୍ୟାନେଲରେ ଏହା ଘୋଷଣା କରିଛନ୍ତି। ମାଲିଙ୍ଗା ଟି-୨୦ କ୍ରିକେଟରେ (ଅନ୍ତର୍ଜାତୀୟ ଓ ଘରୋଇ) ମୋଟ ୩୯୦…