ଶ୍ରୀଧାମ ବୃନ୍ଦାବନର ବିଶେଷ ଆକର୍ଷଣ ଶ୍ରୀରାଧାକୁଣ୍ଡ-ଶ୍ୟାମକୁଣ୍ଡ
ବହୁଳା ବନ ପରେ ଶ୍ରୀକୃଷ୍ଣଙ୍କ ଲୀଳା ସ୍ଥଳୀ ସକନା ଗ୍ରାମ, ଦକ୍ଷିଣୀ ଗ୍ରାମ, ବସତି ଗ୍ରାମ, ତୋଷ, ଅଡ଼ି, ମାଧୁରୀ କୁଣ୍ଡ, ମୁଖରାଇ ଓ ବିହାରବନ ଦର୍ଶନପରେ ପଡିଥାଏ ଶ୍ରୀରାଧାକୁଣ୍ଡ ଓ ଶ୍ୟାମକୁଣ୍ଡ।
ଶ୍ରୀରାଧାକୁଣ୍ଡ-ଶ୍ୟାମକୁଣ୍ଡ : ବହୁଳା ବନ ଅନ୍ତର୍ଗତ ଶ୍ରୀରାଧାକୁଣ୍ଡ-ଶ୍ୟାମକୁଣ୍ଡ…