ଭୟଙ୍କର ରୂପ ଧରିଲାଣି ମହାନଦୀ, ହୀରାକୁଦର ୨୮ ଗେଟ୍ ଖୋଲିଲା
ସମ୍ବଲପୁର: ମହାନଦୀ କରାଳ ରୂପ ଧାରଣ କରିଛି | ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଆଜି ମଧ୍ୟାହ୍ନରେ ହୀରାକୁଦକୁ ୫ ଲକ୍ଷ୍ଯ ୨୦ ହଜାର କ୍ୟୁସେକ ପାଣି ଆସୁଛି | ଫଳରେ ସ୍ଥିତିକୁ ଦେଖି ବନ୍ଧ କର୍ତ୍ତୁପଖ୍ୟ ୨୮ଟି ଗେଟରେ ଜଳ ନିଷ୍କାସନ କରୁଛନ୍ତି | ଉପରମୁଣ୍ତରେ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାର…