ରାଜ୍ୟରେ ବନ୍ୟା ସ୍ଥିତି ନେଇ ଏସଆରସିଙ୍କ ସୂଚନା

ଭୁବନେଶ୍ୱର –ରାଜ୍ୟରେ ବନ୍ୟା ସ୍ଥିତି ନେଇ ଏସଆରସି ପ୍ରଦୀପ ଜେନା କହିଛନ୍ତି ଯେ, ବୈତରଣୀ, ବୁଢାବଳଙ୍ଗ ଓ ଜଳକା ନଦୀରେ ଜଳସ୍ତର କମିଛି । ତେଣୁ ବିପଦ ନାହିଁ । ତେବେ ସୁବର୍ଣ୍ଣରେଖାରେ ଜଳସ୍ତର ବଢୁଛି ଓ ଆଜି ରାତିରେ ଏହା ଶୀର୍ଷ ଛୁଇଁବ ବୋଲି ଏସଆରସି କହିଛନ୍ତି । ଆଜି ରାତିରେ ରାଜଘାଟରେ…

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଟ୍ବିଟରରେ ଟ୍ରେଣ୍ଡ୍ ହେଲା ‘ଜାତୀୟ ବେରୋଜଗାର ଦିବସ’, ଦୁଇ କୋଟି…

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୧ତମ ଜନ୍ମଦିନ | ଏହି ଅବସରରେ ବିଜେପି ୨୦ ଦିନିଆ ସେବା ତଥା ଉତ୍ସର୍ଗୀକୃତ ଅଭିଯାନ ଚଳାଇବାକୁ ପ୍ରସ୍ତୁତ ହେଉଥିବାବେଳେ ଯୁବ କଂଗ୍ରେସ ଏହାକୁ ବେକାରୀ ଦିବସ ଭାବେ ପାଳନ କରୁଛି। ପିଏମ ମୋଦିଙ୍କ ଜନ୍ମଦିନ ଅବସରରେ 'ଜାତୀୟ ବେରୋଜଗାର…

ରାଜ୍ୟରେ ଦ୍ୱିତୀୟ ଡୋଜ୍ କୋଭିଡ ଟିକା ପ୍ରତି ଲୋକଙ୍କ ଆଗ୍ରହ କମ୍ : ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ୱର- ରାଜ୍ୟରେ କୋଭିଡ ଟିକାକରଣ ତ୍ୱରାନ୍ୱିତ ହୋଇଥିବା ବେଳେ ଦ୍ୱିତୀୟ ଡୋଜ୍ ଟିକା ପ୍ରତି ଲୋକେ ସେତେଟା ଆଗ୍ରହ ପ୍ରକାଶ କରୁନାହାନ୍ତି । ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି । ରାଜ୍ୟରେ ମାତ୍ର ୬୮ ଲକ୍ଷ ଲୋକ ଅର୍ଥାତ ୨୮ ପ୍ରତିଶତ ଲୋକ ହିଁ…

କୃଷି ଆଇନକୁ ପୂରିଲା ବର୍ଷେ, ‘କଳା ଦିବସ’ ଭାବେ ପାଳିଲେ ଅକାଳି ଦଳ ଓ ଆମ୍ ଆଦମୀ ପାର୍ଟି

ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାରର ତିନି କୃଷି ଆଇନକୁ ଆଜି ଏକ ବର୍ଷ ପୂରିଛି । ଆଜିର ଦିନକୁ ବିଜେପିର ପୂର୍ବତନ ସହଯୋଗୀ ଶିରୋମଣି ଅକାଳି ଦଳ ଓ ଆମ୍ ଆଦମୀ ପାର୍ଟି କଳା ଦିବସ ଭାବେ ପାଳନ କରିଛନ୍ତି । କୃଷି ଆଇନ ବିରୋଧରେ ଦିଲ୍ଲୀର ରକାବଗଞ୍ଜ ଗୁରୁଦ୍ୱାରାରୁ ସଂସଦ ଭବନ…

ପାର୍ବଣ ଋତୁର ତିନିମାସ ବେଶ୍ ସତର୍କ ରହିବା ଜରୁରୀ : ଡିଏମଇଟି

ଭୁବନେଶ୍ୱର- ରାଜ୍ୟରେ କୋରୋନା ସ୍ଥିତି ନେଇ ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ଯେ, ପାର୍ବଣ ଋତୁରେ ସବୁଆଡେ ଗହଳି ହୋଇଥାଏ । ତେଣୁ ପାର୍ବଣ ତିନି ମାସ ସମସ୍ତଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏହି ସମୟକୁ ଲକ୍ଷ୍ୟ କରି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଲୋକଙ୍କୁ ସଚେତନ ରହିବା ପାଇଁ…