ହୀରାକୁଦ ଡ୍ୟାମରୁ ବନ୍ୟାଜଳ ନିଷ୍କାସନ ପରେ ମହାନଦୀରେ ଜଳସ୍ତର ବୃଦ୍ଧି

ଭୁବନେଶ୍ୱର – ହୀରାକୁଦ ଡ୍ୟାମରୁ ଏବେ ୨୮ଟି ଗେଟ୍ ଦେଇ ବନ୍ୟାଜଳ ପ୍ରବାହିତ ହେଉଛି । ତେଣୁ ହୀରକୁଦ ଜଳ ଭଣ୍ଡାରରେ ଜଳସ୍ତର ସାମାନ୍ୟ ହ୍ରାସ ପାଇଥିବା ବେଳେ ମହାନଦୀରେ ଜଳସ୍ତର ବଢିବାରେ ଲାଗିଛି । ହୀରାକୁଦ୍ ଡ୍ୟାମରୁ ଛଡା ଯାଇଥିବା ବନ୍ୟା ଜଳ ମହାନଦୀରେ ପହଂଚିବା ପରେ ନରାଜଠାରେ ନଦୀର…

କୋରୋନା ପଜିଟିଭ ମାମଲା ପରେ ଭୁବନେଶ୍ୱର ସବ୍ କଲେକ୍ଟର ଓ ତହସିଲ ଅଫିସ ୫ ଦିନ ବନ୍ଦ

ଭୁବନେଶ୍ୱର- କିଛି କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ହେଲା ପରେ ଭୁବନେଶ୍ୱର ସବ୍ –କଲେକ୍ଟର ଓ ତହସିଲ ଅଫିସ ୫ ଦିନ ବନ୍ଦ ରହିବ । ଆସନ୍ତା ୨୧ ତାରିଖ ଯାଏଁ ଦୁଇ ଅଫିସ ବନ୍ଦ ରହିବ । ସବ୍ କଲେକ୍ଟରଙ୍କ ଅଫିସରୁ ତିନି ଜଣ ଆସିଷ୍ଟାଂଟ୍ କଲେକ୍ଟର ପଜିଟିଭ ଚିହ୍ନଟ ହୋଇଥିବା ବେଳେ ତହସିଲ ଅଫିସରୁ…

ଆଜି ଲକ୍ଷ୍ନୌରେ ଜିଏସଟି କାଉନସିଲ ବୈଠକ, ପେଟ୍ରୋଲ-ଡିଜେଲକୁ ଜିଏସଟି ପରିସରଭୁକ୍ତ କରିବା ଉପରେ ହେବ ଆଲୋଚନା

ନୂଆଦିଲ୍ଲୀ: ଆଜି ଲକ୍ଷ୍ନୌରେ ଜିଏସଟି କାଉନସିଲ ବୈଠକ ବସିବ । ଏଥିରେ ପେଟ୍ରୋଲ-ଡିଜେଲ, ପ୍ରାକୃତିକ ଗ୍ୟାସ ଏବଂ ବିମାନ ଇନ୍ଧନକୁ ଜିଏସଟି ଅଧୀନକୁ ଆଣିବା ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। କରୋନା ମହାମାରୀ ପରଠାରୁ ଜିଏସଟି ପରିଷଦର ଏହା ପ୍ରଥମ ଅଫ୍ ଲାଇନ୍ ବୈଠକ ହେବ। ଜିଏସଟି…

କରୋନା ଅପଡେଟ୍: ଦେଶରେ ଆଉ ୩୪,୪୦୩ ମାମଲା, ୩୨୦ ମୃତ

ନୂଆଦିଲ୍ଲୀ: କରୋନା ମହାମାରୀ ସଙ୍କଟ ଜାରି ରହିଛି। କ୍ରମାଗତ ଚତୁର୍ଥ ଦିନ ପାଇଁ କରୋନା ମାମଲା ବୃଦ୍ଧି ପାଇଛି | ଶୁକ୍ରବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ୩୪,୪୦୩ ନୂଆ ମାମଲା ଆସିଥିବା ବେଳେ ​୩୨୦ ଲୋକ ପ୍ରାଣ ହରାଇଥିଲେ। ୩୭,୭୯୫୦…

ବୁଷ୍ଟର ଡୋଜ୍ ନୁହେଁ ସମ୍ପୂର୍ଣ୍ଣ ଟିକାକରଣ ପ୍ରାଥମିକତା: ଆଇସିଏମ୍ଆର୍ ଡିଜି

ନୂଆଦିଲ୍ଲୀ: ଅନେକ ବିକଶିତ ତଥା ଧନୀ ଦେଶ କୋଭିଡ-୧୯ ଟିକାର ବୁଷ୍ଟର ଡୋଜ୍ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଭାରତରେ ଏବେ ବୁଷ୍ଟର ଡୋଜ୍ ଦେବା ପାଇଁ ଯୋଜନା ନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି । ସବୁ ଲୋକଙ୍କୁ ଦୁଇ ଡୋଜ୍ ସହ ସମ୍ପୂର୍ଣ୍ଣ ଟିକାକରଣ ଆମର…