ପୁରୁଷୋତ୍ତମପୁରରେ ଭସାଣି ବେଳେ ଯୁବକଙ୍କୁ ବିଭତ୍ସ ହତ୍ୟା

ପୁରୁଷୋତ୍ତମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଚିଙ୍ଗୁଡିଘାଇ ଗ୍ରାମ କୋଠ ଘରେ ରବିବାର ମଧ୍ୟରାତ୍ରରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ଗାଁରେ ଶ୍ରୀଗଣେଶ ପୂଜା ଭସାଣି ଚାଲିଥିବା ବେଳେ ଡିଜେ ପଟୁଆର ସୁଯୋଗରେ ଦୁର୍ବୁତ୍ତମାନେ ବିନାୟକ ପ୍ରଧାନ ନାମକ ଯୁବକଙ୍କୁ ସଂଘବଦ୍ଧ…

କୋହଲିଙ୍କ ଆଉ ଏକ ବଡ଼ ଘୋଷଣା, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ପଦ ବି ଛାଡ଼ିବେ

ଆବୁଧାବି: ୨୦୨୧ ଟି-୨୦ ବିଶ୍ୱକପ ପରେ ଟି-୨୦ ଅନ୍ତର୍ଜାତିକୀରେ ଟିମ୍ ଇଣ୍ଡିଆର ଅଧିନାୟକତ୍ୱ ଛାଡିବାକୁ ଘୋଷଣା କରିଥିବା ବିରାଟ କୋହଲି ଆଉ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ୟୁଏଇରେ ଆଇପିଏଲ୍ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ଖେଳାଯିବା ପରେ ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ପଦ…

କରୋନା ଅପଡେଟ୍: ଦେଶରେ ଆଉ ୩୦,୨୫୬ ନୂଆ ମାମଲା, ୨୯୫ ମୃତ

ନୂଆଦିଲ୍ଲୀ: କ୍ରମାଗତ ପଞ୍ଚମ ଦିନ ପାଇଁ ଦେଶରେ ୩୦ ହଜାରରୁ ଅଧିକ କରୋନା ମାମଲା ରୁଜୁ ହୋଇଛି। ସୋମବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ଆଉ ୩୦,୨୫୬ ନୂଆ ମାମଲା ଆସିଥିବା ବେଳେ ୨୯୫ ଜଣ ଲୋକ ପ୍ରାଣ ହରାଇଛନ୍ତି। ୪୩,୯୩୮ ଲୋକ ମଧ୍ୟ କରୋନାରୁ…

ଆଜିଠାରୁ କେନ୍ଦ୍ର ସରକାରଙ୍କ ବିରୋଧରେ ବିରୋଧୀ ଦଳଙ୍କ ୧୧ ଦିନିଆ ବିକ୍ଷୋଭ ପ୍ରଦର୍ଶନ

ନୂଆଦିଲ୍ଲୀ: ପେଗାସସ୍ ଠାରୁ ଆରମ୍ଭ କରି ଦରଦାମ୍ ବୃଦ୍ଧି ଆଦି ବିଭିନ୍ନ ପ୍ରସଙ୍ଗ ନେଇ ଆଜିଠାରୁ ୧୯ଟି ବିରୋଧୀ ଦଳ କେନ୍ଦ୍ରର ବିଜେପି ସରକାର ବିରୋଧରେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବେ। ବାରୋଧୀଙ୍କ ଏହି ପ୍ରଦର୍ଶନ ଆଗାମୀ ୧୧ ଦିନ ଅର୍ଥାତ୍ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ | ଗତ…

୧୯ ଘଣ୍ଟା ପରେ ମିଳିଲା ଛାତ୍ର ଜ୍ୟୋତିପ୍ରକାଶଙ୍କ ମୃତଦେହ

ଭୁବନେଶ୍ୱର – ଭୁବନେଶ୍ୱରରେ ଖୋଲା ନାଳରେ ଭାସିଯାଇଥିବା ନିଖୋଜ ଛାତ୍ର ଜ୍ୟୋତିପ୍ରକାଶଙ୍କ ମୃତଦେହର ସନ୍ଧାନ ମିିଳିଛି । ପଞ୍ଚସଖା ନଗରର ମୁଖ୍ୟ ଡ୍ରେନ ନିକଟସ୍ଥ ବୁଦା ଭିତରୁ ମୃତଦେହ ମିଳିଛି । ଦୀର୍ଘ ୧୯ ଘଣ୍ଟାରୁ ଅଧିକ ସମୟ ପରେ ମିଳିଛି ଜ୍ୟୋତିପ୍ରକାଶଙ୍କ ମୃତଦେହ । ୩୪ ଜଣ ଅଗ୍ନିଶମ…

୧୮ ବର୍ଷରୁ କମ୍ ଏସିଆ ମହିଳା ରଗବୀ- ୭ରେ ରୌପ୍ୟ ବିଜୟୀ ଭାରତୀୟ ଦଳକୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର – ୧୮ ବର୍ଷରୁ କମ୍ ଏସିଆ ମହିଳା ରଗବୀ ୭ ଚାମ୍ପିଅନସିପରେ ରୌପ୍ୟ ପଦକ ହାସଲ କରିଥିବା ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ଭବିଷ୍ୟତରେ ସଫଳତା ପାଇଁ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସୂଚନାଯୋଗ୍ୟ ଯେ,…