ରାୟଗଡ଼-ବରଗଡ଼ ଭାୟା ଭଟଲି ରେଳପଥ ନିର୍ମାଣ କର , ବିଲାସପୁର ଡିଭିଜନ ବୈଠକରେ ବିଧାୟକ ଦେବେଶଙ୍କ ଦାବି

ବରଗଡ଼ : ପର୍ଯ୍ୟଟନ ତଥା ବ୍ୟାବସାୟିକ ଦୃଷ୍ଟିକୋଣରୁ ଛତିଶଗଡ ଜିଲ୍ଲାର ପଡୋଶୀ ରାୟଗଡ ଏବଂ ଓଡିଶାର ବରଗଡ ଜିଲ୍ଲା ମଧ୍ୟରେ ରେଳପଥ ସଂଯୋଗୀକରଣ କରାଯାଉ । ବିଲାସପୁରରେ ଅନୁଷ୍ଠିତ ରେଳ ଉପଭୋକ୍ତା ପରାମର୍ଶଦାତା ସମିତିର ବୈଠକରେ ବିଜେଡି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦେବେଶ…