ସ୍ମୃତିରେ ଗଣ ଗନ୍ଧର୍ବ ଏସ୍‌.ପି ବାଲସୁବ୍ରମଣ୍ୟମ

ବିଜନ କୁମାର ମହାପାତ୍ର ପ୍ରଖ୍ୟାତ ଲୋକପ୍ରିୟ ଗାୟକ, ସଂଗୀତ ନିର୍ଦ୍ଦେଶକ ଓ ଅଭିନେତା ଏସ୍‌ପି ବାଲସୁବ୍ରମଣ୍ୟମଙ୍କ ଆଜି ହେଉଛି ପ୍ରଥମ ପୁଣ୍ୟତିଥି । ଗତବର୍ଷ ଆଜିର ଦିନରେ ନୀରବି ଯାଇଥିଲା ଗଣ ଗନ୍ଧର୍ବଙ୍କ ସ୍ୱର । କିନ୍ତୁ ସଂଗୀତପ୍ରେମୀଙ୍କ ହୃଦୟରେ ସର୍ବଦା ଅମର ରହିବେ ବାଲୁ । ପ୍ରଥମ…

ସାମ୍ବାଦିକ ଅରିନ୍ଦମଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ମୁଣ୍ଡଳୀରେ ହାତୀ ଉଦ୍ଧାର ଅପରେସନ ବେଳେ ଓଡ୍ରାଫ ବୋଟ୍ ବୁଡିଯିବାରୁ ପ୍ରାଣ ହରାଇଥିବା ଟିଭି ନ୍ୟୁଜ ଚ୍ୟାନେଲ ସାମ୍ବାଦିକ ଅରିନ୍ଦମ ଦାଶଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର । କାର୍ଯ୍ୟରତ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ୪ ଲକ୍ଷ ଟଙ୍କା…

ବାତ୍ୟା ନେଇ ଏସଆରସିଙ୍କ ସୂଚନା : ୭ ଜିଲ୍ଲାରେ ହେବ ପ୍ରବଳରୁ ଅତିପ୍ରବଳ ବର୍ଷା, ଋଷିକୂଲ୍ୟା ଓ ନାଗାବଳୀରେ ବନ୍ୟା…

ଭୁବନେଶ୍ୱର – ସମ୍ଭାବ୍ୟ ବାତ୍ୟା ନେଇ ଏସଆରସି ପ୍ରଦୀପ ଜେନା ପ୍ରେସ ମିଟ୍ କରି ସୂଚନା ଦେଇଛନ୍ତି ଯେ, ଆଗାମୀ ୬ ଘଣ୍ଟାରେ ବାତ୍ୟାରେ ପରିଣତ ହେବ ଗଭୀର ଅବପାତ । କାଲି ସଂଧ୍ୟାରେ ଗୋପାଳପୁର-ବିଶାଖାପାଟଣା ମଧ୍ୟରେ ଥିବା କଳିଙ୍ଗପାଟନମରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା । ସେତେବେଳେ ପବନର ବେଗ…

ତାମିଲନାଡୁ ଅନରକିଲିଂ ମାମଲା: ଜଣକୁ ଫାଶୀ, ୧୨ଙ୍କୁ ଆଜୀବନ କାରାଦଣ୍ଡ

ଚେନ୍ନାଇ: ତାମିଲନାଡୁର କୁଡାଲୋର ଜିଲ୍ଲାରେ ୨୦୦୩ରେ ଘଟିଥିବା ଏକ ଅନର କିଲିଂ ମାମଲାରେ ଏକ କୋର୍ଟ ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହାଛଡ଼ା ଦୁଇ ଜଣ ପୋଲିସ କର୍ମଚାରୀଙ୍କ ସମେତ ୧୨ ଜଣ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି। ଏକ ପ୍ରଭାବଶାଳୀ ତଥା ଉଚ୍ଚ ଜାତିର…