ରାଜ୍ୟରେ ପୁଣି ଦୈନିକ କୋରୋନା ସଂକ୍ରମଣ ୬ ଶହରୁ ଅଧିକ ୬୦୨ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୭୯ ଶିଶୁ-କିଶୋର
ଭୁବନେଶ୍ୱର – ରାଜ୍ୟରେ ପୁଣି ୬ ଶହ ଉପରେ ଦୈନିକ କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୬୦୨ କୋରୋନା ଆକ୍ରାନ୍ତ । ଏମାନଙ୍କ ମଧ୍ୟରେ ଅଛନ୍ତି ୭୯ ଶିଶୁ ଓ କିଶୋର । ସଙ୍ଗରୋଧରୁ ୩୫୩ ଓ ସ୍ଥାନୀୟ ଅଞ୍ଚଳରୁ ୨୪୯ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ୨୬୬ ଓ କଟକରୁ ୭୪…