ଶାଢ଼ୀ ପିନ୍ଧି ଆସିଥିବାରୁ ମହିଳାଙ୍କୁ ରେଷ୍ଟୁରାଣ୍ଟରେ ମିଳିଲାନି ଏଣ୍ଟ୍ରି, ଜାତୀୟ ମହିଳା କମିଶନଙ୍କ ଜବାବ ତଲବ
ନୂଆଦିଲ୍ଲୀ: ଶାଢ଼ୀ ପିନ୍ଧିଥିବାରୁ ଦିଲ୍ଲୀର ଏକ ରେଷ୍ଟୁରାଣ୍ଟ୍ ଜଣେ ମହିଳାଙ୍କୁ ଭିତରକୁ ଛାଡ଼ିନଥିବା ନେଇ ବିବାଦ ସୃଷ୍ଟି ହୋଇଛି । ଏହି ଘଟଣାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବା ପରେ ଜାତୀୟ ମହିଳା କମିଶନ (ଏନସିଡବ୍ଲୁ) ନିଜଆଡୁ ସଜ୍ଞାନ ନେଇ ଉକ୍ତ ରେଷ୍ଟୁରାଣ୍ଟକୁ ଜବାବ ତଲବ…