ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ଇସ୍ତଫା

ଚଣ୍ଡିଗଡ଼: ପ୍ରଦେଶ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁଙ୍କ ସହ ବିବାଦ ମଧ୍ୟରେ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏଥିସହ ସେ ପୂରା କ୍ୟାବିନେଟର ଇସ୍ତଫା ମଧ୍ୟ ରାଜ୍ୟପାଳ ବି.ଏଲ୍ ପୁରୋହିତଙ୍କୁ ପ୍ରଦାନ କରିଛନ୍ତି। କ୍ୟାପଟେନ୍ ଅମରିନ୍ଦର…

ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଅଭ୍ୟାସ ମ୍ୟାଚ୍ ଖେଳିପାରେ ଭାରତ

ନୂଆଦିଲ୍ଲୀ: ଆଗାମୀ ତିନି ମାସ ଭାରତୀୟ କ୍ରିକେଟ୍ ଦଳ ପାଇଁ ବେଶ୍ ବ୍ୟସ୍ତ ବହୁଳ ହେବାକୁ ଯାଉଛି | ଆଇପିଏଲ୍ ପରେ ପରେ ଟିମ୍ ଇଣ୍ଡିଆକୁ ଟି-୨୦ ବିଶ୍ୱକପ୍ ପାଇଁ ପୁଣି ପଡ଼ିଆକୁ ଓହ୍ଲାଇବାକୁ ପଡିବ। ବିଶ୍ୱକପ ପୂର୍ବରୁ ଭାରତୀୟ ଦଳର ଦୁଇଟି ଅଭ୍ୟାସ ମ୍ୟାଚ୍ ଖେଳିବ। ୟୁଏଇରେ ହେବାକୁ ଥିବା…