ରାଜ୍ୟରେ ୬୪୯ ନୂଆ କୋରୋନା ମାମଲା, ସଂକ୍ରମିତ ଶିଶୁ-କିଶୋରଙ୍କ ସଂଖ୍ୟା ୧୦୩
ଭୁବନେଶ୍ୱର- ରାଜ୍ୟରେ ଆଉ ୬୪୯ ନୂଆ କୋରୋନା ମାମଲା ଆସିଛି । ଗତ ୨୪ ଘଣ୍ଟା ମଧ୍ୟରେ ସଙ୍ଗରୋଧରୁ ୩୮୧ ଓ ସ୍ଥାନୀୟ ଅଞ୍ଚଳରୁ ୨୬୮ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂୂଆ ସଂକ୍ରମିତଙ୍କ ମଧ୍ୟରେ ଶିଶୁ-କିଶୋରଙ୍କ ସଂଖ୍ୟା ରହିଛି ୧୦୩ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୩୫ ଓ କଟକରୁ ୮୪…