ପଂଚାୟତ ନିର୍ବାଚନ : ବିଜ୍ଞପ୍ତି ଦିନଠାରୁ ଲାଗୁ ହେବ ଆଚରଣ ବିଧି

ଭୁବନେଶ୍ୱର- ଆଗାମୀ ପଂଚାୟତ ନିର୍ବାଚନ ପାଇଁ ପ୍ରଥମ ପଦକ୍ଷେପ ନେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । ସର୍ବଦଳୀୟ ବୈଠକ ପରେ ରାଜ୍ୟରେ ଯେ କୌଣସି ସମୟରେ ନିର୍ବାଚବ ଲାଗି ବିଜ୍ଞପ୍ତି ପ୍ରକାଶ ପାଇପାରେ । ତେଣୁ ବିଜ୍ଞପ୍ତି ପ୍ରକାଶ ଦିନଠାରୁ ପୌରାଂଚଳ ବ୍ୟତୀତ ସବୁ ରାଜ୍ୟର ଅନ୍ୟ ଅଂଚଳରେ ଆଦର୍ଶ…

କରୋନା ଅପଡେଟ୍: ଦେଶରେ ଆଉ ୭୦୮୧ ନୂଆ ମାମଲା, ୨୬୪ ମୃତ

ନୂଆଦିଲ୍ଲୀ: ଦେଶର କରୋନାର ପ୍ରକୋପ କମିଥିଲେ ମଧ୍ୟ ବିପଦ ଟଳି ନାହିଁ । ବଡ଼ କଥା ହେଉଛି ବର୍ତ୍ତମାନ ଦେଶରେ ଓମିକ୍ରନ୍ ଭାରିଆଣ୍ଟ୍ର ମାମଲା ମଧ୍ୟ ବଢ଼ି ଚାଲିଛି । ଗତ ୨୪ ଘଣ୍ଟାରେ ଦେଶରେ ୭୦୮୧ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଏହି ସମୟରେ ୨୬୪ ଜଣଙ୍କର ମୃତ୍ୟୁ ହୋଇଥିଲା। ବର୍ତ୍ତମାନ…

ଜାଡରେ ଥରୁଛି ଓଡିଶା, ଆଗାମୀ ୫ ଦିନ ଜାରି ରହିବ ଶୀତ ପ୍ରକୋପ

ଭୁବନେଶ୍ୱର- ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି । ୯ଟି ସହରର ତାପମାତ୍ରା ୧୨ ଡିଗ୍ରୀ ତଳେ ରହିଛି । ୮ ଦଶମିକ ୫ ଡିଗ୍ରୀ ସେଲସିୟସ ସହ ଦାରିଙ୍ଗବାଡି ରାଜ୍ୟର ଥଣ୍ଡା ସହର ହୋଇଛି । ୧୦ ଡିଗ୍ରୀ ତଳେ ସୁନ୍ଦରଗଡ, ବଲାଙ୍ଗିର, କୋରାପୁଟ, ଫୁଲବାଣୀରେ ତାପମାତ୍ରା ରହିଛି । ଫୁଲବାଣୀ ଓ କୋରାପୁଟରେ…

ରାଜ୍ୟରେ ଆଉ ୧୯୩ କୋରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ୧୦୭

ଭୁବନେଶ୍ୱର- ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୧୯୩ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୧୧୨ ଓ ସ୍ଥାନୀୟ ଅଂଚଳରୁ ୮୧ ଜଣ ଚିହ୍ନଟ ହୋଇଛନ୍ତି । ୧୮ ବର୍ଷରୁ କମ ବୟସର ୩୪ ଜଣ ସଂକ୍ରମିତ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୭, କଟକରୁ ୧୭, ସମ୍ବଲପୁରରୁ ୮,…

ଶୁଭ୍ରାଂଶୁ ସେନାପତିଙ୍କୁ ଆଇପିଏଲ୍-୨୦୨୨ ଟ୍ରାଏଲ୍ ପାଇଁ ଡ଼ାକରା

କଟକ: ଚେନ୍ନାଇ ସୁପରକିଙ୍ଗ୍ସ ପକ୍ଷରୁ ଓଡ଼ିଆ ଖେଳାଳି ଶୁଭ୍ରାଂଶୁ ସେନାପତିଙ୍କୁ ଆଇପିଏଲ୍-୨୦୨୨ ଟ୍ରାଏଲ୍ ପାଇଁ ଡ଼ାକରା ମିଳିଛି । ଓଡ଼ିଶା କ୍ରିକେଟ ଆସୋସିଏସନ୍ (ଓସିଏ) ସମ୍ପାଦକ ସଞ୍ଜୟ ବେହେରା ଏହି ସୂଚନା ଦେଇଛନ୍ତି । ଶୁଭ୍ରାଂଶୁ ନିକଟରେ ବିଜୟ ହଜାରେ ଟ୍ରଫିରେ ଓଡ଼ିଶାର ନେତୃତ୍ବ…