ଗିଲାନୀଙ୍କ ମୃତଦେହ ଉପରେ ପାକିସ୍ତାନୀ ପତାକା ଘୋଡାଯିବା ନେଇ ମାମଲା ରୁଜୁ

ଶ୍ରୀନଗର: ବିଚ୍ଛିନ୍ନତାବାଦୀ ସଂଗଠନ ହୁରିୟାତ କନଫରେନ୍ସର ଚରମପନ୍ଥୀ ନେତା ସୟଦ ଅଲ୍ଲୀ ଶାହା ଗିଲାନୀଙ୍କ ମୃତଦେହ ପାକିସ୍ତାନୀ ପତାକାରେ ଆବୃତ ହୋଇଥିବା ଏକ ଭିଡିଓ ସାମ୍ନାକୁ ଆସିଛି। ପାକିସ୍ତାନୀ ପତାକାରେ ଗିଲାନୀଙ୍କ ମୃତଦେହକୁ ଘୋଡାଇ ରଖିବା ଏବଂ ଭାରତ ବିରୋଧୀ ସ୍ଲୋଗାନ ଦେବା ଅଭିଯୋଗରେ…

କରୋନା ଅପଡେଟ୍: ଦିନକରେ ଆଉ ୪୨,୭୬୬ ଆକ୍ରାନ୍ତ ଚିହ୍ନଟ, ୩୦୮ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଙ୍କଟ ଜାରି ରହିଛି | ତୃତୀୟ ଲହରର ବିପଦ ମଧ୍ୟରେ ଦେଶରେ ନୂଆ ମାମଲା ବଢ଼ିବାରେ ଲାଗିଛି | ରବିବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ଦେଶରେ ଆଉ ୪୨,୭୬୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦିନକ ପୂର୍ବରୁ ୪୨,୬୧୮ ମାମଲା…

ଗୁରୁ ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର- ଆଜି ଗୁରୁ ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ବିଶିଷ୍ଟ ଦାର୍ଶନିକ, ଶିକ୍ଷକ ତଥା ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।…

ପାରା ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ, ବ୍ୟାଡମିଂଟନର ଏସଏଚ-୬ ବର୍ଗରେ କ୍ରିଷ୍ଣା ନାଗର ଚାମ୍ପିଅନ

ଟୋକିଓ - ପାରା ଅଲିମ୍ପିକ୍ସର ଅନ୍ତିମ ଦିନରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି । ବ୍ୟାଡମିଂଟନର ଏସଏଚ-୬ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି କ୍ରିଷ୍ଣା ନାଗର । ଫାଇନାଲରେ କ୍ରିଷ୍ଣା ନାଗର ହଂକଂର ମାନ୍ କାଇ ଚୁ’ଙ୍କୁ ହରାଇଛନ୍ତି । କ୍ରିଷ୍ଣା ୨୧-୧୭, ୧୬-୨୧ ଓ ୨୧-୧୭ରେ ବିଜୟୀ…

କରୋନା ପରେ କେରଳରେ ନିପା ଭାଇରସ୍ ଆତଙ୍କ, ଜଣେ ୧୨ ବର୍ଷ ବାଳକର ମୃତ୍ୟୁ

ଥିରୁଭନନ୍ତପୁରମ: କରୋନା ସଂକ୍ରମଣ ସହ ଲଢ଼ୁଥିବା କେରଳରେ ଏବେ ନିପା ଭାଇରସ୍ ର ଆତଙ୍କ । ରାଜ୍ୟରେ ନିପା ଭାଇରସ ଯୋଗୁଁ ଜଣେ ୧୨ ବର୍ଷର ବାଳକର ମୃତ୍ୟୁ ହୋଇଛି । ବାଳକର ମୃତ୍ୟୁ ନିପା ଯୋଗୁଁ ହୋଇଥିବା ସ୍ପଷ୍ଟ ହେବା ପରେ କେନ୍ଦ୍ର ଏକ ଦଳକୁ କେରଳ ପଠାଇଛି। ଏହି ଦଳ ଆଜି କେରଳରେ ପହଞ୍ଚିବ।…

ରାଜ୍ୟରେ ୮୦୫ ନୂଆ କୋରୋନା ପଜିଟିଭ ମାମଲା, ଶିଶୁ ଓ କିଶୋର ବର୍ଗରେ ୧୩୧ ସଂକ୍ରମିତ

ଭୁବନେଶ୍ୱର- ରାଜ୍ୟରେ ଆଉ ୮୦୫ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୩୧ ଜଣ ଶିଶୁ ଓ କିଶୋର ଅଛନ୍ତି । ସଙ୍ଗରୋଧରୁ ୪୬୭ ଓ ସ୍ଥାନୀୟ ଅଞ୍ଚଳରୁ ୩୩୮ ସଂକ୍ରମତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୩୪୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ…