ଚିତ୍ତରଂଜନ ପଲାଇ ହତ୍ୟା ମାମଲାର କ୍ରାଇମବ୍ରାଂଚ ତଦନ୍ତ ଆରମ୍ଭ

ପୁରୀ-ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଂଜନ ପଲାଇ ହତ୍ୟା ମାମଲାର କ୍ରାଇମବ୍ରାଂଚ ତଦନ୍ତ ଆରମ୍ଭ ହୋଇଛି । ଏଥିପାଇଁ ପୁରୀ ଜିଲ୍ଲା ବଡମୃଗଶିରାରେ ୪ ଜଣିଆ କ୍ରାଇମବ୍ରାଂଚ ଟିମ୍ ପହଂଚିଛି । ପଲାଇଙ୍କ ମୃତଦେହ ଉଦ୍ଧାର ହୋଇଥିବା ସ୍ଥାନରେ ତଦନ୍ତ…

ଆଜି ରାଜ୍ୟର ବିଭିନ୍ନ କ୍ରୀଡା ପ୍ରକଳ୍ପର ସମୂହର ଉଦଘାଟନ ଓ ୮୯ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମର ଶିଳାନ୍ୟାସ କରିବେ ନବୀନ

ଭୁବନେଶ୍ୱର- ରାଜ୍ୟରେ କ୍ରୀଡାର ପ୍ରସାର ପାଇଁ ଉଦ୍ୟମ ସ୍ୱରୂପ ଆଜି ବିଭିନ୍ନ କ୍ରୀଡା ଭିତ୍ତିଭୂମି ଓ ଷ୍ଟାଡିୟମର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମର ନୂଆ କ୍ରୀଡା ଛାତ୍ରାବାସ, ଅନୁଗୁଳ ଓ ବାରିପଦାରେ ସୁଇମିଂ ପୁଲ୍ ଓ ରାଉରକେଲାର ଇଣ୍ଡୋର…

ରାଜ୍ୟରେ ଆଉ ୧୭୩ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୭୩ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୯୮ ଓ ସ୍ଥାନୀୟ ଅଂଚଳରୁ ୭୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୨୬ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସ୍କ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୪ ଆକ୍ରାନ୍ତ ଚିହ୍ନଟ…

କରୋନା ଅପଡେଟ୍: ଦେଶରେ ଆଉ ୭,୯୭୪ ନୂଆ ମାମଲା, ୩୪୩ ମୃତ

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟାରେ ୭୯୭୪ ନୂଆ କରୋନା ମାମଲା ଆସିଛି ଏବଂ ୩୪୩ ଜଣ ସଂକ୍ରମିତ ଲୋକ ପ୍ରାଣ ହରାଇଛନ୍ତି। ଦିନକରେ ୭୯୪୭ ଲୋକ ମଧ୍ୟ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି । କରୋନା ମହାମାରୀ ଆରମ୍ଭରୁ ମୋଟ ତିନି କୋଟି ୪୭ ଲକ୍ଷ ୧୮ ହଜାର ୬୦୨ ଲୋକ ସଂକ୍ରମିତ ହୋଇଛନ୍ତି।…

ବିଜୟ ଦିବସର ସ୍ୱର୍ଣ୍ଣ ଜୟନ୍ତୀ ଅବସରରେ ବୀର ସୈନ୍ୟଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର-୧୯୭୧ ମସିହା ଯୁଦ୍ଧରେ ପାକିସ୍ତାନ ବିରୋଧରେ ଭାରତର ବିଜୟର ଆଜି ହେଉଛି ୫୦ତମ ଜୟନ୍ତୀ । ବିଜୟ ଦିବସର ସ୍ୱର୍ଣ୍ଣ ଜୟନ୍ତୀ ଉପଲକ୍ଷେ ୧୯୭୧ ଯୁଦ୍ଧରେ ଅଦମ୍ୟ ସାହସର ସହ ଲଢିଥିବା ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେମାନଙ୍କର ବୀରତା ଓ…

ଆଜିଠୁ ଭୁବନେଶ୍ୱରରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମ୍ମିଳନୀ

ଭୁବନେଶ୍ୱର- ଆଜିଠାରୁ ଭୁବନେଶ୍ୱରରେ ୬୩ତମ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମ୍ମିଳନୀ ଆରମ୍ଭ ହେଉଛି । ଡିଜିପି ଅଭୟ ଭିସି ଜରିଆରେ ସମ୍ମିଳନୀକୁ ଉଦଘାଟନ କରିବେ । ଅପରାହ୍ନ ୩ଟାରେ ସମ୍ମିଳନୀ ଉଦଘାଟିତ ହେବ । ଏଥିରେ ସମସ୍ତ ଏସପି, ସଶସ୍ତ୍ର ବାହିନୀର କମାଣ୍ଡାଂଟ୍ ଯୋଗଦେବେ । ଅତିରିକ୍ତ ଡିଜି,…

ନବନିଯୁକ୍ତ ଶିକ୍ଷକ,ଶିକ୍ଷୟିତ୍ରୀଙ୍କ ପାଇଁ ଆଜି ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦିଗଦର୍ଶନ…

ଭୁବନେଶ୍ୱର- ନବନିଯୁକ୍ତ ୬ ହଜାର ୧୩୧ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଲାଗି ଆଜି ଭୁବନେଶ୍ୱରରେ ଓରିଏଂଟେସନ କାର୍ଯ୍ୟକ୍ରମ ହେଉଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଆୟୋଜିତ ଏହି ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ…

ଝିଅମାନଙ୍କ ସର୍ବନିମ୍ନ ବିବାହ ବୟସ ୧୮ରୁ ୨୧‌କୁ ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ଝିଅମାନଙ୍କ ପାଇଁ ସର୍ବନିମ୍ନ ବିବାହ ବୟସ ବୃଦ୍ଧି ସଂକ୍ରାନ୍ତୀୟ ଏକ ବିଲ୍ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି ଲାଭ କରିଛି। ଝିଅମାନଙ୍କର ବିବାହ ପାଇଁ ସର୍ବନିମ୍ନ ବୟସ ଶୀଘ୍ର ୧୮ ରୁ ୨୧ ବର୍ଷକୁ ବୃଦ୍ଧି କରାଯାଇପାରେ | ଏଥିପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହା ସହ ଜଡିତ…