କାବୁଲରୁ ଭାରତୀୟଙ୍କୁ ନେଇ ଦିଲ୍ଲୀରେ ପହଞ୍ଚିଲା ଦୁଇ ଫ୍ଲାଇଟ୍, ଆଉ ୧୬୮ ଜଣଙ୍କୁ ନେଇ ଫେରୁଛି ତୃତୀୟ ବିମାନ

ନୂଆଦିଲ୍ଲୀ: ତାଲିବାନର କ୍ଷମତା ଦଖଲ ପରେ ଆଫଗାନିସ୍ତାନରେ ସୃଷ୍ଟ ପରିସ୍ଥିତିକୁ ଦୃଷ୍ଟିରେ ରଖି ନିଜ ନାଗରିକଙ୍କୁ ସୁରକ୍ଷିତ ଫେରାଇ ଆଣିବା ଅଭିଯାନ ଜାରି ରଖିଛନ୍ତି ଭାରତ ସରକାର । ଆଫଗାନିସ୍ତାନରେ ଫସି ରହିଥିବା ଭାରତୀୟମାନଙ୍କୁ ସ୍ୱତନ୍ତ୍ର ବିମାନ ମାଧ୍ୟମରେ ଦେଶକୁ ଅଣାଯାଉଛି। କାବୁଲରୁ…

କାଲିଠାରୁ ଶ୍ରୀମନ୍ଦିରରେ ସର୍ବସାଧାରଣଙ୍କ ଦିଅଁ ଦର୍ଶନ

ପୁରୀ - ଆସନ୍ତାକାଲିଠାରୁ ସର୍ବସାଧାରଣ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । କୋରୋନା ଯୋଗୁଁ ତିନି ମାସରୁ ଅଧିକ ସମୟ ବନ୍ଦ ରହିବା ପରେ ଏହି ମାସ ୧୩ ତାରିଖରେ ଶ୍ରୀମନ୍ଦିର ପୁଣି ଶ୍ରଦ୍ଧାଳୁଙ୍କ ଲାଗି ଖୋଲିଥିଲା । ପ୍ରଥମେ ଦୁଇଦିନ କେବଳ ସେବାୟତଙ୍କ ପରିବାର ଦର୍ଶନ କରିଥିଲେ ।…

କରୋନା ଅପଡେଟ୍‌: ଭାରତରେ ଆଉ ୩୦,୯୪୮ ନୂଆ ମାମଲା, ୪୦୩ ମୃତ

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟାରେ ଆଉ ୩୦,୯୪୮ କରୋନା ମାମଲା ରିପୋର୍ଟ କରାଯାଇଛି । ଯାହା ଗତକାଲି ତୁଳନାରେ ୧୦ ପ୍ରତିଶତ କମ୍ । ଦିନକରେ ଏହି ରୋଗରେ ପୁଣି ୪୦୩ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପକ୍ଷେ ଆଉ ୩୦ ହଜାର ୪୮୭ ରୋଗୀ ଏହି ଘାତକ ରୋଗରୁ ସୁସ୍ଥ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ…

ରାଜ୍ୟରେ ଆଉ ୬୯ କୋରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର- ରାଜ୍ୟରେ କୋରୋନାରେ ଆଉ ୬୯ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ସଂଗୃହୀତ ତଥ୍ୟ ଅନୁସାରେ ଜଗତସିଂହପୁର ଓ କଟକ ଜିଲ୍ଲାରେ ସର୍ବାଧିକ ୧୩ ଜଣ ଲେଖାଏଁ , ଢେଙ୍କାନାଳରେ ୧୧, କେନ୍ଦ୍ରାପଡା ଓ ଅନୁଗୁଳରେ ୮ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ…

ଏପଟେ ବିଜେପିର ଜନ ଆଶୀର୍ବାଦ ଯାତ୍ରା , ସେପଟେ ଜନବିରୋଧୀ ପଦକ୍ଷେପ

କରଛଡା ଦେଉଛନ୍ତି କେନ୍ଦ୍ରୀୟ ଅନୁଷ୍ଠାନ ସମ୍ବଲପୁର : ଆଗକୁ ପଞ୍ଚାୟତ ଏବଂ ପୌର ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପାଗ ଭିଡ଼ିବା ଆରମ୍ଭ କଲେଣି । ବିଶେଷ କରି ପଞ୍ଚାୟତ ନିର୍ବାଚନ ପାଇଁ ଏବେ ନେତାମାନେ ଗାଁ ମୁହାଁ ହେଲେଣି । ଏଭଳି ସ୍ଥିତିରେ ନବୀନ ସରକାରଙ୍କ ଗୋଟିଏ ପରେ ଗୋଟିଏ ଜନ…

ରାଜ୍ୟରେ ୧୦ ଲକ୍ଷ ଟପିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ ଆଉ ୮୫୩ ନୂଆ ରୋଗୀ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ୧୦ ଲକ୍ଷ ଅତିକ୍ରମ କରିଛି ମୋଟ କୋଭିଡ ପଜିଟିଭ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା ୧ ହଜାର ତଳେ ରହିଛି । ଚିହ୍ନଟ ହୋଇଛନ୍ତି ୮୫୩ ନୂଆ କୋରୋନା ପଜିଟିଭ । ଏଥିମଧ୍ୟରେ ରହିଛନ୍ତି ୧୦୦ ଜଣ ୧୮ ବର୍ଷରୁ କମ୍ ବୟସ୍କ । ସଙ୍ଗରୋଧରୁ ୪୯୬ ଏବଂ…