ଜେନେରାଲ ରାୱତଙ୍କ ପ୍ରତି ଅସମ୍ମାନ ସହିନପାରି ଇସଲାମ୍ ଛାଡ଼ି ହିନ୍ଦୁ ଧର୍ମ ଗ୍ରହଣ କଲେ ଫିଲ୍ମ ନିର୍ମାତା ଅଲି ଆକବର

ନୂଆଦିଲ୍ଲୀ: କେରଳର ଚଳଚ୍ଚିତ୍ର ନିର୍ମାତା ଅଲି ଆକବର ଇସଲାମ ଛାଡ଼ି ହିନ୍ଦୁ ଧର୍ମ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତାଙ୍କର ନୂଆ ନାମ ରାମ ସିଂଘନ ହେବ | ୫୯ ବର୍ଷୟ ଆକବର କହିଛନ୍ତି ଯେ ହେଲିକପ୍ଟର ଦୁର୍ଘଟଣାରେ ଜେନେରାଲ ରାୱତଙ୍କ ମୃତ୍ୟୁରେ ତାଙ୍କ ଧର୍ମର କିଛି ଲୋକଙ୍କ…

ଗୁଣ୍ଡୁଚିମୂଷା କାର୍ଯ୍ୟକ୍ରମ ଉପରେ ସଚେତନତା

ସମ୍ବଲପୁର: ଯୁବ ସ୍ବେଚ୍ଛାସେବୀଙ୍କ ନେତୃତ୍ବରେ ଶିଶୁ ଅଧିକାରକୁ ସୁନିଶ୍ଚିତ କରିବା ତଥା ଗ୍ରାମର ବିକାଶ ପ୍ରକ୍ରିୟାରେ ଯୁବଗୋଷ୍ଠୀଙ୍କ ଭାଗିଦାରୀକୁ ସୁନିଶ୍ଚିତ କରି ଉନ୍ନତି ଆଣିବା ଗୁଣ୍ଡୁଚିମୁଷା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ସମ୍ବଲପୁର ଜିଲ୍ଲା ଯୁଯୋମୁରା ବ୍ଲକ ଅନ୍ତର୍ଗତ ବିରସିଂଗଡ…

ରିଷଭ ପନ୍ତଙ୍କ ରେକର୍ଡ ଭାଙ୍ଗିଲେ ଆଲେକ୍ସ କାରେ

ବ୍ରିସବେନ୍ : ପ୍ରଥମ ଆସେସ୍ ଟେଷ୍ଟରେ ଅଷ୍ଟ୍ରେଲିଆ ଇଂଲଣ୍ଡକୁ ୯ ୱିକେଟରେ ହରାଇଛି | ଏହି ମ୍ୟାଚରେ ଅଷ୍ଟ୍ରେଲିଆ ପକ୍ଷରୁ ୱିକେଟ୍ କିପର ଆଲେକ୍ସ କାରେ ଡେବ୍ୟୁ କରିଥିଲେ। କାରେ ତାଙ୍କର ପ୍ରଥମ ଟେଷ୍ଟରେ ହିଁ ସର୍ବାଧିକ କ୍ୟାଚ୍ ନେଇ ଏକ ରେକର୍ଡ କରିଛନ୍ତି। ସେ ଏହି ମ୍ୟାଚରେ ମୋଟ ୮ଟି କ୍ୟାଚ୍…

୧୦ ରାଜ୍ୟର ୨୭ଟି ଜିଲ୍ଲାରେ ବଢ଼ୁଛି ସଂକ୍ରମଣ, ସ୍ଥିତି ଉପରେ କଡ଼ା ନଜର ରଖିବାକୁ ପୁଣି ରାଜ୍ୟମାନଙ୍କୁ କହିଲା କେନ୍ଦ୍ର

ନୂଆଦିଲ୍ଲୀ: ଓମିକ୍ରନ ବିପଦ ଓ ସମ୍ଭାବ୍ୟ ତୃତୀୟ ଲହର ଆଶଙ୍କା ମଧ୍ୟରେ କେନ୍ଦ୍ର ସରକାର ପୁଣି ଥରେ ସବୁ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । କୋଭିଡ୍ ସ୍ଥିତି ଉପରେ ନଜର ରଖିବା ସହ ନୂଆ ମାମଲାଗୁଡ଼ିକର କ୍ଲଷ୍ଟରକୁ ନିୟନ୍ତ୍ରଣ କରିବା ପାଇଁ…

ଦିଲ୍ଲୀରେ ଦ୍ୱିତୀୟ ଓମିକ୍ରନ ମାମଲା ଚିହ୍ନଟ, ସଂକ୍ରମିତ ବ୍ୟକ୍ତି ଜିମ୍ବାୱେ, ଦକ୍ଷିଣ ଆଫ୍ରିକା ଗସ୍ତ କରିଥିଲେ

ଦିଲ୍ଲୀ: ଜିମ୍ବାୱେ ଏବଂ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିବା ଦିଲ୍ଲୀର ଜଣେ ୩୬ ବର୍ଷ ବୟସ୍କ ବ୍ୟକ୍ତି କରୋନଆ ନୂଆ ଭାରିଆଣ୍ଟ ଓମିକ୍ରନ୍ ଦ୍ଵାରା ସଂକ୍ରମିତ ହୋଇଛନ୍ତି। ଦିଲ୍ଲୀରେ ଓମିକ୍ରନ୍ ସଂକ୍ରମଣର ଏହା ଦ୍ୱିତୀୟ ମାମଲା | ଜଣେ ଅଧିକାରୀ କହିଛନ୍ତି ଯେ ସଂକ୍ରମିତ ବ୍ୟକ୍ତିଙ୍କୁ ଏଲ୍ଏନଜେପି…

ଉନ୍ନତ ରେଞ୍ଜ ପିନାକା ରକେଟ୍ ସିଷ୍ଟମର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ଉନ୍ନତ ତଥା ସମ୍ପ୍ରସାରିତ ରେଞ୍ଜ ପିନାକା(ପିନାକା-ଇଆର୍) ରକେଟ୍ ସିଷ୍ଟମର ଗତ ତିନି ଦିନ ମଧ୍ୟରେ ଏକାଧିକ ଥର ପରୀକ୍ଷଣ କରାଯାଇଛି । ଏହି ପରୀକ୍ଷଣ ସଫଳ ହୋଇଛି ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ତରଫରୁ କୁହାଯାଇଛି । ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ)…

କରୋନା ଟିକା ନେବାକୁ ମନା କରିବାରୁ ଆମେରିକା ନୌସେନା ଅଧିକାରୀ ବରଖାସ୍ତ

ୱାଶିଂଟନ୍: କୋଭିଡ-୧୯ ଟିକା ଏବଂ ଟେଷ୍ଟିଂକୁ ମନା କରିବାରୁ ଆମେରିକା ନୌସେନାର ଜଣେ କମାଣ୍ଡରଙ୍କୁ ତାଙ୍କ ପଦରୁ ବରଖାସ୍ତ କରାଯାଇଛି। ନୌସେନା ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ବରଖାସ୍ତ ହୋଇଥିବା ଅଧିକାରୀ ହେଉଛନ୍ତି ଯୁଦ୍ଧ ଜାହାଜ ୱିନଷ୍ଟନ୍ ଚର୍ଚ୍ଚିଲର କମାଣ୍ଡର ଲୁସିଆନ୍ କିନ୍ସ ।…

କାଲି ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ, ରହିଛି ବ୍ୟସ୍ତବହୁଳ କାର୍ଯ୍ୟକ୍ରମ, ବ୍ୟାପକ ସୁରକ୍ଷା

ବ୍ରହ୍ମପୁର- ଆସନ୍ତାକାଲି ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିନିକିଆ ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଂଟନ କରିବା ସହ ଜିଲ୍ଲାବାସୀଙ୍କୁ ବିଭିନ୍ନ…