ଏସିଏଫ ସୌମ୍ୟ ମୃତ୍ୟୁ ମାମଲାରେ କ୍ରାଇମବ୍ରାଂଚ ତଦନ୍ତ ଜୋରଦାର, ଦୁଇ ଡାକ୍ତରଙ୍କୁ ଜେରା

ପାରଳାଖେମୁଣ୍ଡି – ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ କ୍ରାଇମବ୍ରାଂଚ ତଦନ୍ତ ଜାରି ରହିଛି । ତଦନ୍ତ ଜୋରଦାର କରିଛି କ୍ରାଇମବ୍ରାଂଚ୍ । ଆଜି ସିଡିଏମଓ ଅଫିସ ପରିସରରେ ଦୁଇ ଡାକ୍ତରଙ୍କୁ ଜେରା କରାଯାଇଛି । ସୌମ୍ୟଙ୍କୁ ଚିକିତ୍ସା କରିଥିବା ଦୁଇ ଡାକ୍ତର କୃଷ୍ଣଚନ୍ଦ୍ର ବେହେରା ଓ…

ରାଜ୍ୟରେ ୨ କୋଟି ଟପିଲା କୋଭିଡ ଟିକାକରଣ, ସ୍ୱାସ୍ଥ୍ୟକର୍ମୀଙ୍କୁ ଶ୍ରେୟ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – କୋଭିଡ ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିିଛି ଓଡିଶା । ରାଜ୍ୟରେ ଦୁଇ କୋଟି ଟପିଛି କୋଭିଡ ଟିକାକରଣ । । ବର୍ତ୍ତମାନ ସୁଦ୍ଧା ୨ କୋଟି ୨୧ ହଜାର ୮୧୪ରୁ ଅଧିକ ଡୋଜ୍ ଟିକା ଦିଆଯାଇଛି । ୧ କୋଟି ୫୩ ଲକ୍ଷ ୮୭ ହଜାର ୫୭୨ ଲୋକ ପ୍ରଥମ ଡୋଜ୍ ଟିକା ନେଇଥିବା ବେଳେ ୪୬ ଲକ୍ଷ…

ଗାଣିତିକ ଖେଳ ‘ସୁଡୋକୁ’ର ଜନକ ମାକି କାଜିଙ୍କ ଦେହାନ୍ତ

ଟୋକିଓ: ଲୋକପ୍ରିୟ ଗାଣିତିକ ଖେଳ 'ସୁଡୋକୁ'ର ଜନକ ଭାବରେ ଜଣାଶୁଣା ମାକି କାଜିଙ୍କର ୬୯ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ତାଙ୍କ ଦ୍ବାରା ସୃଷ୍ଟ ଗଣିତର ପଜଲ୍ ଖେଳ 'ସୁଡୋକୁ'କୁ ବିଶ୍ବରେ ଦୈନିକ ଲକ୍ଷ ଲକ୍ଷ ଲୋକ ଖେଳନ୍ତି | ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମାକି କାଜୀ ଜଣେ ବିଶ୍ୱବିଦ୍ୟାଳୟ…