ବିଭିନ୍ନ କ୍ଷେତ୍ରରେ ପ୍ରଥମ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ଓ ରାଜ୍ୟବାସୀଙ୍କୁ ନୀତି ଆୟୋଗର ପ୍ରଶଂସା

ନୂଆଦିଲ୍ଲୀ – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଓଡିଶା ସରକାରଙ୍କୁ ନୀତି ଆୟୋଗର ପ୍ରଶଂସା । ବିଭିନ୍ନ କ୍ଷେତ୍ରରେ ପ୍ରଥମ ହୋଇଥିବାରୁ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛି ନୀତି ଆୟୋଗ । ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ କାନ୍ତ ରାଜ୍ୟ ସରକାରଙ୍କ ନୀତି ଓ…

ପାଣିପାଗ ବିଭାଗର ପୂର୍ବାନୁମାନ, ଅଗଷ୍ଟ-ସେପ୍ଟେମ୍ବରରେ ସ୍ୱାଭାବିକ ବର୍ଷା

ନୂଆଦିଲ୍ଲୀ: ମୌସୁମୀର ଦ୍ୱିତୀୟାର୍ଦ୍ଧ ତଥା ଅଗଷ୍ଟ ଓ ସେପ୍ଟେମ୍ବରରେ ଦେଶରେ ବର୍ଷା ପରିମାଣ ବଢ଼ି ସ୍ୱାଭାବିକ ସ୍ତରକୁ ଆସିବ । ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ (ଆଇଏମ୍‌ଡି)ବିଭାଗ । ଜୁନ୍ ତୃତୀୟ ସପ୍ତାହରେ ମୌସୁମୀ ବାୟୁ ଦୁର୍ବଳ ପଡ଼ିଯିବାରୁ କେନ୍ଦ୍ର ଓ ପୂର୍ବ ଭାରତରେ…

ବେଆଇନ ଆଇଟି ନିୟମ ଅଧୀନରେ ମାମଲା ରୁଜୁ ପ୍ରସଙ୍ଗ: ସବୁ ରାଜ୍ୟ ମାନଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ: ଆଇଟି ଆଇନର ଉଚ୍ଛେଦ ଧାରା ୬୬-ଏ ଅଧୀନରେ ଏବେ ବି ଦେଶର ବିଭିନ୍ନ ସ୍ଥାନରେ ମାମଲା ରୁଜୁ ହେଉଥିବାରୁ ସୁପ୍ରିମକୋର୍ଟ ଏହାକୁ ଗମ୍ଭୀରତାର ସହ ନେଇଛନ୍ତି । ଏନେଇ ଆଜି ସର୍ବୋଚ୍ଚ ନ୍ୟାୟାଳୟ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନୋଟିସ୍ ଜାରି କରିଛନ୍ତି । ଏହି ପ୍ରସଙ୍ଗରେ…

ଆଜି ‘ଇ-ରୁପି’ର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ଭିଡିଓ କନଫରେନ୍ସିଂ ଜରିଆରେ ଇ-ଭାଉଚର ଆଧାରିତ ଡିଜିଟାଲ ପେମେଣ୍ଟ ସେବା ଇ-ରୁପି (ଇ-ରୁପି)ର ଉଦଘାଟନ କରିବେ। ଇ-ରୁପି ହେଉଛି ଏକ ପ୍ରିପେଡ୍ ଇ-ଭାଉଚର୍, ଯାହା…

ଭାରତୀୟ ମହିଳା ହକି ଦଳକୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଟୋକିଓ - ପ୍ରଥମ ଥର ପାଇଁ ଭାରତୀୟ ମହିଳା ହକି ଦଳ ଅଲିମ୍ପିକ୍ସ ସେମିଫାଇନାଲରେ ପହଂଚିଛି । ଭାରତୀୟ ମହିଳା ହକି ଦଳର ଏହି ଐତିହାସିକ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି । ବିଜୟଧାରା ବଜାୟ ରଖିବା ପାଇଁ ଟିମ୍‌କୁ ଉତ୍ସାହିତ କରିଛନ୍ତି…