କେରଳ ପରେ ମହାରାଷ୍ଟ୍ରରେ ଜିକା ଭାଇରସ୍ ମାମଲା ଚିହ୍ନଟ

ମୁମ୍ବାଇ: କେରଳରେ ଦ୍ରୁତ ଗତିରେ ବ୍ୟାପିବା ପରେ ବର୍ତ୍ତମାନ ମହାରାଷ୍ଟ୍ରରେ ଜିକା ଭାଇରସର ପ୍ରଥମ ମାମଲା ଚିହ୍ନଟ ହୋଇଛି । ପୁଣେର ପୁରନ୍ଦର ଅଞ୍ଚଳର ଜଣେ ୫୦ ବର୍ଷ ବୟସ୍କା ମହିଳା ଜିକା ଭାଇରସ୍ ଦ୍ବାରା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ତାଙ୍କର ଚିକୁନଗୁନିଆ ପରୀକ୍ଷା ମଧ୍ୟ ପଜିଟିଭ୍ ହୋଇଛି।…