ଟୋକିଓ ଅଲିମ୍ପିକ୍ସ: ବକ୍ସିଂରେ ଭାରତକୁ ପୁଣି ନିରାଶା, କ୍ୱାର୍ଟରରେ ହାରିଲେ ସତୀଶ

ଟୋକିଓ: ଟୋକିଓ ଅଲିମ୍ପିକ୍ସ ବକ୍ସିଂ ଇଭେଣ୍ଟରେ ଭାରତର ଏକାଧିକ ପଦକ ଆଶା ମଉଳିବାରେ ଲାଗିଛି । ଗତକାଲି ବିଶ୍ୱର ନମ୍ବର ୱାନ ବକ୍ସର ଅମିତ ପଙ୍ଘାଲ ୫୨ କେଜି ବର୍ଗର ପ୍ରି-କ୍ୱାର୍ଟରରୁ ହାରି ବିଦାୟ ନେଇଥିବା ବେଳେ ଆଜି ସୁପରହେଭି ବର୍ଗ (୯୧ କେଜିରୁ ଊର୍ଦ୍ଧ୍ୱ)ର କ୍ୱାର୍ଟର ଫାଇନାଲରେ ମଧ୍ୟ…

ଜଜ୍‌ଙ୍କୁ ଅଟୋ ଚଢ଼ାଇ ହତ୍ୟା ଘଟଣାର ତଦନ୍ତ କରିବ ସିବିଆଇ

ରାଞ୍ଚି: ଜଜ୍‌ଙ୍କୁ ଅଟୋରିକ୍ସା ଚଢ଼ାଇ ହତ୍ୟା ଘଟଣାର ତଦନ୍ତ ସିବିଆଇ କରିବ । ଏନେଇ ଝାଡ଼ଖଣ୍ଡ ସରକାର ସୁପାରିସ୍ କରିଥିବା ଜଣାପଡିଛି । ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଧାନବାଦ ଅତିରିକ୍ତ ଜିଲ୍ଲା ଜଜ୍ ଉତ୍ତମ ଆନନ୍ଦଙ୍କ ସନ୍ଦିଗ୍ଧ ହତ୍ୟା ଘଟଣାର ତଦନ୍ତ ଦାୟିତ୍ୱ ସିବିଆଇକୁ…

କରୋନା ଅପଡେଟ୍‌: ପୁଣି ୪୦ ହଜାରରୁ ଉର୍ଦ୍ଧ୍ବ ଦୈନିକ ସଂକ୍ରମଣ, ଦିନକରେ ଆଉ ୪୧,୮୩୧ ମାମଲା, ୫୪୧ ମୃତ

ନୂଆଦିଲ୍ଲୀ: ସମ୍ଭାବ୍ୟ ତୃତୀୟ ଲହର ଆଶଙ୍କା ମଧ୍ୟରେ ଭାରତରେ କିଛି ରାଜ୍ୟରେ କରୋନା ସଂକ୍ରମଣ ଊର୍ଦ୍ଧ୍ୱମୁଖୀ ହୋଇଛି । ଦେଶରେ କ୍ରମାଗତ ଚତୁର୍ଥ ଦିନ ଧରି ୪୦ ହଜାରରୁ ଊର୍ଦ୍ଧ୍ୱ ମାମଲା ଆସିଛି । ଗତ ୨୪ ଘଣ୍ଟାରେ ଆଉ ୪୧,୮୩୧ ନୂଆ ମାମଲା ରେକର୍ଡ କରାଯାଇଛି । ଏହି ରୋଗ ଆଉ ୫୪୧ ଜଣଙ୍କ ମୁଣ୍ଡ…

ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୧୫ଶହ ତଳେ, ଦିନକରେ ଚିହ୍ନଟ ହେଲେ ୧୪୩୭ ନୂଆ ଆକ୍ରାନ୍ତ

ଭୁବନେଶ୍ୱର – ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୧୫ ଶହ ତଳକୁ ଖସିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧ ହଜାର ୪୩୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୮୩୨ ଓ ସ୍ଥାନୀୟ ଅଞ୍ଚଳରୁ ୬୦୫ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୦୯ ଏବଂ କଟକରୁ ୧୯୦ ନୂଆ ଆକ୍ରାନ୍ତ…