ବ୍ରହ୍ମାଙ୍କ ମାର୍ଗ ଦର୍ଶିକା ମା’ ବାଟମଙ୍ଗଳା

ଶ୍ରୀକ୍ଷେତ୍ର ପୁରୀର ପ୍ରବେଶ ପଥରେ ରହିଛନ୍ତି ମା' ବାଟମଙ୍ଗଳା। ଭୁବନେଶ୍ୱର ପୁରୀ ଜାତୀୟ ରାଜପଥର ବୀରହରେକୃଷ୍ଣପୁର ଅତିକ୍ରମ କରିବା ପରେ ରାଜପଥ ଉପରେ ବାମ ପାର୍ଶ୍ଵରେ ଦୃଶ୍ୟମାନ ହୋଇଥାଏ ଏକ ମନ୍ଦିର। ଏହି ମନ୍ଦିରଟି ହେଉଛି ମା' ବାଟମଙ୍ଗଳାଙ୍କ ମନ୍ଦିର। ଅବଶ୍ୟ ଏହି ମନ୍ଦିରଟି ବର୍ତ୍ତମାନର…

ଗୀତା ମହାତ୍ମ୍ୟ: ଗୀତା ସୁଗୀତା କର୍ତ୍ତବ୍ୟ କିମନୈ ଶାସ୍ତ୍ର ବିସ୍ତରୈ  ଯା ସ୍ୱୟଂ ପଦ୍ମନାଭସ୍ୟ ମୁଖ ପଦ୍ମାଦ ବିନିଶୃତ।।

ଗୀତା ସୁଗୀତା କର୍ତ୍ତବ୍ୟ କିମନୈ ଶାସ୍ତ୍ର ବିସ୍ତରୈ ଯା ସ୍ୱୟଂ ପଦ୍ମନାଭସ୍ୟ ମୁଖ ପଦ୍ମାଦ ବିନିଶୃତ।। ଭଗବଦ ଗୀତା ସ୍ୱୟଂ ଭଗବାନଙ୍କ ଦ୍ଵାରା କୁହାଯାଇଛି। ଏହାକୁ ନିୟମିତ ଭାବରେ ମନଯୋଗ ସହକାରେ ଅଧ୍ୟୟନ ଓ ଶ୍ରବଣ କରିବା ଉଚିତ। ଆଧୁନିକ ଯୁଗରେ ମାନବ ସାଂସାରିକ କର୍ମରେ ଏତେ ବ୍ୟସ୍ତ ଯେ,…

ଏନଡିଆରଏଫ ଡିଜି ସତ୍ୟନାରାୟଣ ପ୍ରଧାନଙ୍କୁ ଏନସିବି ଡିଜି ଭାବେ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର- ଏନଡିଆରଏଫ ଡିଜି ଥିବା ଓଡିଆ ପୁଅ ସତ୍ୟନାରାୟଣ ପ୍ରଧାନଙ୍କୁ ନାର୍କୋଟିକ୍‌ସ କଂଟ୍ରୋଲ ବ୍ୟୁରୋ –ଏନସିବିର ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଦିଲ୍ଲୀ ପୋଲିସ କମିଶନର ଭାବେ ନିଯୁକ୍ତି ପାଇଥିବା ରାକେଶ ଅସ୍ଥାନାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ପ୍ରଧାନ ।…

‘ସାଇକେଲ ଫର୍ ଚେଞ୍ଜ୍‌’ ପ୍ରତିଯୋଗିତାରେ ଭୁବନେଶ୍ୱରକୁ ଦ୍ୱିତୀୟ ସ୍ଥାନ

ଭୁବନେଶ୍ୱର- ସ୍ମାର୍ଟସିଟି ଭୁବନେଶ୍ୱରକୁ ଆଉ ଏକ ଜାତୀୟ ସ୍ତରୀୟ ପୁରସ୍କାର । କେନ୍ଦ୍ର ନଗର ଉନ୍ନୟନ ବିଭାଗ ପକ୍ଷରୁ ସାଇକେଲ ଫର୍ ଚେଞ୍ଜ୍ ପ୍ରତିଯୋଗିତାରେ ଭୁବନେଶ୍ୱର ଦେଶର ୧୧ଟି ପ୍ରମୁଖ ସହର ମଧ୍ୟରେ ଦ୍ୱିତୀୟ ସ୍ଥାନ ହାସଲ କରିଛି । ବେଙ୍ଗଳୁରୁ ପ୍ରଥମ ସ୍ଥାନରେ ରହିଛି । ପୁରସ୍କାର…

ସାରା ରାଜ୍ୟରେ ‘ଗୋଟିଏ ଦେଶ, ଗୋଟିଏ ରେସନ’ କାର୍ଯ୍ୟକ୍ରମର ଶୁଭାରମ୍ଭ

ମାଲକାନଗିରି ଜିଲ୍ଲାରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଭିଟାମିନଯୁକ୍ତ ଚାଉଳ ପ୍ରଦାନ ଆରମ୍ଭ ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ପାଇଁ ଦୁଇଟି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଆଜିଠାରୁ ଓଡିଶାର ସବୁ…

ବ୍ୟାଙ୍କର୍ସମାନଙ୍କୁ ନେଇ ପିଏମ୍‌ଇଜିପି କାର୍ଯ୍ୟକ୍ରମ ଉପରେ ସମୀକ୍ଷା

ଭୁବନେଶ୍ବର: ବ୍ୟାଙ୍କର୍ସମାନଙ୍କୁ ନେଇ କେନ୍ଦ୍ରୀୟ ଯୋଜନା ପିଏମ୍‌ଇଜିପି ଅଗ୍ରଗତି ଉପରେ ଏମ୍ଏସ୍ଏମ୍ଇ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟାଳୟ ସମ୍ମିଳନୀ କକ୍ଷଠାରେ ଆୟୋଜିତ ଏହି…