ଦେଶର ସର୍ବଶ୍ରେଷ୍ଠ ଆଇଟିଆଇ ମଧ୍ୟରେ ରାଜ୍ୟର ୬ଟି ଆଇଟିଆଇ

ଆଇଟିଆଇ ଓ ପଲିଟେକ୍‌ନିକ୍‌ରେ ନାମଲେଖା ପାଇଁ ପ୍ରଚାର ଅଭିଯାନ ଆରମ୍ଭ ଭୁବନେଶ୍ୱର: ଓଡ଼ିଶାର ଆଇଟିଆଇ ଏବଂ ପଲିଟେକ୍‌ନିକ୍ ବୈଷୟିକ ଶିକ୍ଷା କ୍ଷେତ୍ରରେ ଦେଶରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି । ଆଇଟିଆଇ ପ୍ରତି ଲୋକଙ୍କ ମାନସିକତାରେ ପରିବର୍ତ୍ତନ ହୋଇଛି । ରାଜ୍ୟ ସରକାର ଦକ୍ଷତା ବିକାଶ…

ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ପୋଷ୍ଟମର୍ଟମ ରିପୋର୍ଟ : ୯୫ ପ୍ରତିଶତ ପୋଡିଯିବାରୁ ମୃତ୍ୟୁ

ଭୁବନେଶ୍ୱର- ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ନିଆଁରେ ୯୫ ପ୍ରତିଶତ ପୋଡିହୋଇ ଯିବାରୁ ମୃତ୍ୟୁ ହୋଇଛି ବୋଲି ରିପୋର୍ଟରେ କୁହାଯାଇଛି । ମୃତ୍ୟୁର ୬ ଘଣ୍ଟା ମଧ୍ୟରେ ମୃତଦେହ ବ୍ୟବଚ୍ଛେଦ ହୋଇଛି । ମୃତ୍ୟୁବେଳେ ସୌମ୍ୟଙ୍କ ପାକସ୍ଥଳୀ ସଂପୂର୍ଣ୍ଣ…

ପେଗାସସ୍ ଫୋନ୍ ହ୍ୟାକିଂ ମାମଲାର ତଦନ୍ତ ପାଇଁ କମିଶନ ଗଠନ କଲେ ମମତା

କୋଲକାତା: ପେଗାସସ୍ ଫୋନ୍ ହ୍ୟାକିଂ ମାମଲାର ତଦନ୍ତ ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁଇ ଜଣିଆ ତଦନ୍ତ କମିଶନ ଗଠନ କରିଛନ୍ତି। ତଦନ୍ତ କମିଶନ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କୁ ନେଇ ଗଠିତ ହୋଇଛି। ମମତାଙ୍କ ପୁତୁରା ତଥା ଟିଏମସି ସାଧାରଣ…

ଜାପାନର ୧୩ ବର୍ଷୀୟା ନିଶିୟା ମୋମୋଜି ରଚିଲେ ଇତିହାସ, ସ୍କେଟ୍ ବୋର୍ଡିଂ ପ୍ରତିଯୋଗିତାରେ ଜିତିଲେ ପ୍ରଥମ ସ୍ବର୍ଣ୍ଣ

ଟୋକିଓ: ଜାପାନର ୧୩ ବର୍ଷୀୟା ଆଥଲେଟ୍ ନିଶିୟା ମୋମୋଜି ଟୋକିଓ ଅଲିମ୍ପିକ୍ସର ସ୍କେଟ୍ ବୋର୍ଡିଂ ପ୍ରତିଯୋଗିତାର ମହିଳା ବର୍ଗରେ ପ୍ରଥମ ସ୍ବର୍ଣ୍ଣ ପଦକ ବିଜେତା ହୋଇଛନ୍ତି | ଅଲିମ୍ପିକ୍ସ ଇତିହାସରେ ସ୍ବର୍ଣ୍ଣ ଜିତିବାରେ ମଧ୍ୟ ସେ ସର୍ବକନିଷ୍ଠ ଆଥଲେଟ୍ ମାନଙ୍କ ମଧ୍ୟରୁ ଜଣେ । ଅଲିମ୍ପିକ୍…

କରୋନା ଔଷଧ ମହଜୁଦ ମାମଲାରେ ଗୌତମ ଗମ୍ଭୀରଙ୍କୁ ଝଟକା, ମାମଲା ବନ୍ଦ କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନା ଔଷଧ ମହଜୁଦ ମାମଲାରେ ସୁପ୍ରିମକୋର୍ଟଙ୍କ ଠାରୁ ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ବଡ଼ ଝଟକା ଲାଗିଛି । ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଗମ୍ଭୀରଙ୍କ ସଂସ୍ଥା ବିରୋଧରେ ଚାଲିଥିବା କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ବନ୍ଦ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। କୋର୍ଟ…

ମହାପ୍ରଭୁଙ୍କ ଧାମରେ ବିଶ୍ୱସ୍ତରୀୟ ସୁବିଧା, ଦେଶର ପ୍ରଥମ ସହର ଭାବେ ଟ୍ୟାପରୁ ମିନେରାଲ ଭଳି ପିଇବା ପାଣି ପାଇବେ…

୫-ଟି କାର୍ଯ୍ୟକ୍ରମର ଶ୍ରେଷ୍ଠ ମଡେଲ – ୯ ମାସରେ ପ୍ରକଳ୍ପ ହେଲା କାର୍ଯ୍ୟକ୍ଷମ ଭୁବନେଶ୍ବର: ମହାପ୍ରଭୁଙ୍କ ଧାମ ସବୁଠାରୁ ଆଗରେ । ଆଜି ପୁରୀରେ Drink from Tap ପ୍ରକଳ୍ପ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବାରେ ପୁରୀ ହେଉଛି…

ଟୋକିଓ ଅଲିମ୍ପିକ୍ସ: ଟେନିସ୍, ତୀରନ୍ଦାଜୀ, ବ୍ୟାଡମିଣ୍ଟନରେ ଭାରତ ନିରାଶ, ଫେନସିଂରେ ଲଢ଼ୁଆ ପ୍ରଦର୍ଶନ ସତ୍ତ୍ୱେ ଭବାନୀ…

ଟୋକିଓ: କ୍ରୀଡ଼ାର ମହାକୁମ୍ଭ ଟୋକିଓ ଅଲିମ୍ପିକ୍ସ-୨୦୨୦ରେ ତୃତୀୟ ଦିନରେ ଭାରତକୁ ଏଯାବତ୍ ନିରାଶ ହେବାକୁ ପଡ଼ିଛି | ତୀରନ୍ଦାଜୀ, ବ୍ୟାଡମିଣ୍ଟନ ଏବଂ ଫେନସିଂରେ ଭାରତ ପରାଜୟର ସମ୍ମୁଖୀନ ହୋଇଛି । ପୁରୁଷ ସିଙ୍ଗଲ୍ସ ଟେନିସ ପ୍ରତିଯୋଗିତାରେ ଭାରତର ଏକମାତ୍ର ପ୍ରତିଯୋଗୀ ସୁମିତ ନାଗଲ୍…