ଅସିତ୍ ତ୍ରିପାଠୀଙ୍କ କଳାହାଣ୍ଡି ଗସ୍ତ: ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ

ଭୁବନେଶ୍ବର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ୍ ତ୍ରିପାଠୀ ଆଜି କଳାହାଣ୍ଡି ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟସ୍ଥଳ ପରିଦର୍ଶନ କରିଛନ୍ତି । ଏଥି ସହିତ ଭବାନୀପାଟଣାଠାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ…

ଟୋକିଓ ଅଲିମ୍ପିକ୍ସ: ଭାରତୀୟ ପୁରୁଷ ହକି ଦଳର ଶୋଚନୀୟ ପରାଜୟ, ଅଷ୍ଟ୍ରେଲିଆ ଠାରୁ ୭-୧ରେ ହାରିଲା

ଟୋକିଓ: ଅଲିମ୍ପିକ୍ସର ପୁଲ୍ 'ଏ' ମ୍ୟାଚରେ ଭାରତୀୟ ପୁରୁଷ ହକି ଦଳ ଅଷ୍ଟ୍ରେଲିଆ ଠାରୁ ୭-୧ରେ ଶୋଚନୀୟ ଭାବେ ପରାସ୍ତ ହୋଇଛି। ଅଲିମ୍ପିକ୍ସର ପ୍ରଥମ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୩-୨ରେ ହରାଇଥିଲା, କିନ୍ତୁ ଏହି ମ୍ୟାଚରେ ଦଳ ଅତ୍ୟନ୍ତ ନିରାଶାଜନକ ପ୍ରଦର୍ଶନ କରଛି । ଅଷ୍ଟ୍ରେଲିଆ ପାଇଁ…

ହିମାଚଳ ପ୍ରଦେଶରେ ଭୂସ୍ଖଳନ, ପୋଲ ଭୁଶୁଡ଼ି ୯ ମୃତ

ସିମଲା: ହିମାଚଳ ପ୍ରଦେଶର କିନୌର ସ୍ଥିତ ସାଙ୍ଗଲା ଘାଟିରେ ଭୂସ୍ଖଳନ ଯୋଗୁଁ ଏକ ପୋଲ ଭୁଶୁଡ଼ି ପଡିବାରୁ ୯ ଜଣଙ୍କର ମୃତ୍ୟୁ ହୋଇଛି। କିନୌର ଜିଲ୍ଲା ଏସପି ସାଜୁ ରାମ ରାଣା କହିଛନ୍ତି ଯେ ଏହି ଘଟଣାରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି। ଭୂସ୍ଖଳନ ଯୋଗୁଁ ବାଟସେରୀ…

ପର୍ନ ଫିଲ୍ମ ରାକେଟ୍: ରାଜ୍ କୁନ୍ଦ୍ରାଙ୍କ ବଢ଼ିଲା ସମସ୍ୟା, ଚାରି କର୍ମଚାରୀ ହେବେ ସରକାରୀ ସାକ୍ଷୀ

ମୁମ୍ବାଇ: ପର୍ନ ଫିଲ୍ମ ନିର୍ମାଣ ମାମଲାରେ ଗିରଫ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ୍ କୁନ୍ଦ୍ରାଙ୍କ ସମସ୍ୟା ଆହୁରି ବଢ଼ିପାରେ। ସୂଚନାନୁସାରେ, ରାଜ୍ କୁନ୍ଦ୍ରାଙ୍କ କମ୍ପାନୀର ଚାରିଜଣ କର୍ମଚାରୀ ଏହି ମାମଲାରେ ସରକାରୀ ସାକ୍ଷୀ ହେବେ ବୋଲି ଜଣାପଡିଛି। ସେମାନେ…

ମୀରାବାଇ ଚାନୁଙ୍କୁ ଆଜୀବନ ମାଗଣା ପିଜ୍ଜା ଦେବ ଡୋମିନୋସ୍

ନୂଆଦିଲ୍ଲୀ: ଭାରତର ମୀରାବାଇ ଚାନୁ ଟୋକିଓ ଅଲିମ୍ପିକ୍ସରେ ଭାରୋତ୍ତୋଳନରେ ରୌପ୍ୟ ପଦକ ଜିତି ଇତିହାସ ରଚିଛନ୍ତି। ଏହାସହ ଭାରୋତ୍ତୋଳନରେ ପଦକ ପାଇଁ ଭାରତର ୨୧ ବର୍ଷ ଅପେକ୍ଷାର ଅନ୍ତ ଘଟିଛି | ୪୯ କିଲୋଗ୍ରାମ ମହିଳା ଭାରୋତ୍ତୋଳନ ବର୍ଗରେ ଚାନୁ ଏହି ସଫଳତା ହାସଲ କରି ଭାରତର ପଦକ ଖାତା…

ଟୋକିଓ ଅଲିମ୍ପିକ୍ସ: ଚମତ୍କାର ବିଜୟରୁ ମେରିକମଙ୍କ ଅଭିଯାନ

ଟୋକିଓ: ଟୋକିଓ ଅଲିମ୍ପିକ୍ସ ବକ୍ସିଂରେ ଭାରତର ସବୁଠୁ ବଡ ପଦକ ଆଶା ଏମସି ମେରିକମ ଚମତ୍କାର ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି । ପ୍ରଥମ ରାଉଣ୍ଡରେ ମେରିକମ ଡୋମିନିକାର ହର୍ଣ୍ଣାଡିଜ୍ ଗାର୍ସିଆଙ୍କୁ ହରାଇ ଦ୍ବିତୀୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି । ନିଜ ଶେଷ ଅଲିମ୍ପିକ୍ସ ଖେଳୁଥିବା ମେରିକମ…